Odisha news

ଦିବ୍ୟାଙ୍ଗ ରାଜେନ୍ଦ୍ରକୁ ମିଳିଲା ହୁଇଲ ଚେୟାର

0

ଖଇରା : ଖଇରା ବ୍ଲକ ସୁଣ୍ଡିରା ପଞ୍ଚାୟତର ଅଣ୍ଡାଇଲୋ ଗ୍ରାମର ରାମଚନ୍ଦ୍ର ଜେନାଙ୍କର ଏକ ମାତ୍ର ଦିବ୍ୟାଙ୍ଗ ପୁତ୍ର ରାଜେନ୍ଦ୍ର କୁମାର ଜେନା(୧୮)ଙ୍କୁ ସୋମବାର  ଖଇରା ବ୍ଲକ ପ୍ରଶାସନ ତରଫରୁ ହୁଇଲ ଚେୟାରଯୋଗାଇ ଦିଆଯାଇଛି ।

ଖଇରା ସିମୁଳିଆ ବିକାଶ ମଞ୍ଚର ସଭାପତି ଆଲୋକ କୁମାର ପଣ୍ଡା ଓ ସମ୍ପାଦକ ଅଜୟ କୁମାର ବେହେରା ଙ୍କ ତରଫରୁ ଖଇରା ବ୍ଲକ  ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଠାରେ ଦାବି କରାଯାଇଥିଲା ।

ବ୍ଲକ ପ୍ରଶାସନ ତରଫରୁ ଦିବ୍ୟାଙ୍ଗ ରାଜେନ୍ଦ୍ର କୁମାର ଜେନାକୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଥିବାରୁ ଦିବ୍ୟାଙ୍ଗଙ୍କ ପରିବାର ତରଫରୁ ବିଡିଓ ଶ୍ରୀ ବଳଙ୍କ ସମେତ ବିକାଶ ମଞ୍ଚର କର୍ମକର୍ତ୍ତାଙ୍କୁ  ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave A Reply