Odisha news

କେରଳ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ : ଅନ୍ତରଧାର୍ମିକ ଦମ୍ପତିଙ୍କ ସନ୍ତାନ ପିତାଙ୍କ ନିକଟରୁ ଭରଣପୋଷଣ ପାଇବାକୁ ହକ୍ ଦାର୍ ଅଟନ୍ତି

0
ନୂଆଦିଲ୍ଲୀ : କେରଳ ର ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ଦିନ ନିଜ ନିଷ୍ପତି ରେ ଶୁଣାଇ ଛନ୍ତି ଯେ ଅନ୍ତର୍ଧାରମିକ ଦମ୍ପତି ଙ୍କ ସନ୍ତାନ ନିଜ ପିତାଙ୍କ ନିକଟରୁ ଭରଣ ପୋଷଣ ପାଇବାକୁ ହକଦାର ଅଟନ୍ତି ଓ ପିତାଙ୍କ କର୍ତ୍ତବ୍ୟ ର ନିର୍ଧାରଣ କରିବାରେ ନା ଜାତି ନା ଧର୍ମ ମାନଦଣ୍ଡ ହେବା ଆବଶ୍ୟକ । ନ୍ୟାୟମୂର୍ତି ମୁସ୍ତାକ ଓ ନ୍ୟାୟ ମୂର୍ତ୍ତି ଡ଼ା. ଏ. କେ . କୌସର୍ ଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମାତା ପିତା ଙ୍କ ଜାତି ଓ ଧର୍ମ ସତ୍ତ୍ୱେ ସମସ୍ତ ସନ୍ତାନ ଙ୍କ ସହିତ ସମାନ ବ୍ୟବହାର କରିବା ଆବଶ୍ୟକ ।
ଖଣ୍ଡପୀଠ କାଝି କୋଡ଼ ର ମୂଳ ନିବାସୀ ଜେ ଡବ୍ଲ୍ୟୁ ଅରାଗ ଥନ ଦ୍ଵାରା ଦାୟର ହୋଇଥିବା ଜାଚିକା ଉପରେ ବିଚାର କରୁଥିଲେ । ଯାହା ନେଦୁ ମନଗଡ ଫାମିଲୀ କୋର୍ଟ ଦ୍ଵାରା ଜାରୀ ଆଦେଶ ବିରୁଦ୍ଧରେ ଜଣେ ହିନ୍ଦୁ ଥିଲେ । ଫାମିଲି କୋର୍ଟ ଉକ୍ତ ବ୍ୟକ୍ତି ଙ୍କୁ ନିଜ ମୁସଲିମ ପତ୍ନୀ ଙ୍କ ଝିଅର ବିବାହ ଖର୍ଚ୍ଚ ପାଇଁ ୧୪.୬୪ ଲକ୍ଷ ଟଙ୍କା , ତାର ଶିକ୍ଷା ପାଇଁ ୯୬,୦୦୦ ଟଙ୍କା ଓ ଭରଣ ପୋଷଣ ବାବଦରେ ୧ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Leave A Reply

Your email address will not be published.