Odisha news

କେନ୍ଦ୍ରାପଡା : ଘର ଝାଡୁକଲା ବେଳେ ସାପ କାମୁଡାରେ ମହିଳଙ୍କ ମୃତ୍ୟୁ

0

କେନ୍ଦ୍ରାପଡା- ୦୪/୦୭ କେନ୍ଦ୍ରାପଡା ଜିଲ୍ଲା ସଦରଥାନା ଅନ୍ତର୍ଗତ ବାରିମୂଳ ପଂଚାୟତ ରାୟପୁର ଗ୍ରାମରେ ଜଣେ ମହିଳାଙ୍କୁ ସାପ କାମୁଡିବାରୁ ମୃତୁ୍ୟ ଘଟିଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶନିବାର ଅପରାହ୍ନ ୩ଟା ସମୟରେ ସେହି ଗ୍ରାମର ରଶ୍ମିରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା(୩୫) ନିଜ ଘର ଝାଡୁ କରୁଥିବା ସମୟରେ ଏକ ବିଷଧର ସାପ କାମୁଡିଥିଲା । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଚିକିସôାଳୟକୁ ଆଣି ଚିକିସôା କରାଯାଉଥିବା ସମୟରେ ତାଙ୍କର ମୃତୁ୍ୟ ଘଟିଥିବାର ଜଣା ପଡିଛି ।

Leave A Reply

Your email address will not be published.