Odisha news

ଜିଲ୍ଲାପାଳ ଶ୍ରୀ ବର୍ମା ଚିକିତ୍ସ୍ୟାଳରେ ପହଁଚି ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ଚିକିତ୍ସ୍ୟାଳୟ ସମ୍ବନ୍ଧୀୟ ସମସ୍ୟା ପଚାରି ବୁଝିଲେ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ପରିଦର୍ଶନ କରିବା ସହ ଚିକିିସôାଳୟରେ ଅଭାବ ଅସୁବିଧା ସଂପର୍କରେ ଅନୁଧ୍ୟାନ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ବର୍ମା ଚିକିତ୍ସ୍ୟାଳରେ ପହଁଚି ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ଚିକିତ୍ସ୍ୟାଳୟ ସମ୍ବନ୍ଧୀୟ ସମସ୍ୟା ପଚାରି ବୁଝିଥିଲେ । ସାମାଜିକ ଦୂରତା , ସ୍ୱଛତା ଓ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସେବା ସଂପର୍କରେ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ପ୍ରୋଭେସନ ରେ ଥିବା ଜିଲ୍ଲାପାଳ ଅକ୍ଷୟ କୁମାର ଅଗ୍ରୱାଲ (ଆଇ ଏ ଏସ୍), ଡାକ୍ତର ନୃପେନ୍ଦ୍ର ଶତପଥୀ ହସପିଟାଲ ପରିଚାଳକ ଶୁଭାଶିଷ ସାଠୁଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.