Odisha news

କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

0

କେନ୍ଦ୍ରାପଡା, ୧୬/୧- କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ କଜଳାସ୍ଥିତ ବାବା ବିଲେଶ୍ୱରଙ୍କ ମନ୍ଦିରରୁ ନିଧି ସଂଗ୍ରହ ଅଭିଯାନ ଆଜି ଆରମ୍ଭ ହୋଇଛି । ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ ଆସନ୍ତା ଶନିବାର ଠାରୁ ପ୍ରଭାତ ମହାନ୍ତି, ସିଦ୍ଧାର୍ଥ ସିଂ, ପ୍ରଦୀପ ନାୟକ, ସରୋଜ ମିଶ୍ର, ଜୀତେନ୍ଦ୍ର ମହାନ୍ତି, ନିହାର ରଞ୍ଜନ ମହାନ୍ତି, ପ୍ରମୋଦ ପୃଷ୍ଟି, ଗୈାତ୍ତମ ପୃଷ୍ଟି, କୈଳାସ ମହାରଣା, ସୈାମେନ୍ଦ୍ର ମହାନ୍ତି ପ୍ରମୁଖ କେନ୍ଦ୍ରାପଡା ପୈାରାଚଂଳର ଘରକୁ ଘର ବୁଲି ନିଧି ସଂଗ୍ରହ ଆରମ୍ଭ କରିବେ ।

Nalco
Leave A Reply