Odisha news

ଚାକିରୀ ଅବଧି ବଢାଇବା ପାଇଁ ଡାଟାଏଣ୍ଟ୍ରି ଅପରେଟରଙ୍କ ଦାବି

0

କେନ୍ଦ୍ରାପଡା ( rabindra Dash) :  କେନ୍ଦ୍ରାପଡା ଜିଲ୍ଲା ବିଭିନ୍ନ ବ୍ଲକରେ ଡାଟାଏଣ୍ଟ୍ରି ପଦବୀରେ ଅସ୍ଥାୟୀ ଭାବେ ନିଯୁକ୍ତି ଥିବା କର୍ମଚାରୀ ମାନଙ୍କର ଚାକିରୀ ଅବଧି ଶେଷ ହୋଇ ଯାଇଛି । ଏହି ଡାଟାଏଣ୍ଟ୍ରି ଅପରେଟର ମାନେ ଡି.ଡବ୍ଲୁ.ଏସ.ଏମ ଅଧିନରେ କାର୍ଯ୍ୟରତ ଥିଲେ । ତେବେ ସେମାନଙ୍କର ଚାକିରୀ ଅବଧି ଶେଷ ହୋଇଥିବାରୁ  ପୁନଃ ନିଯୁକ୍ତି ନିମନ୍ତେ ଡି.ଡବ୍ଲୁ.ଏସ.ଏମ ର ଚେୟାରମ୍ୟାନ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରୁନି ସାମନ୍ତରାୟ, କ୍ଷଣପ୍ରଭା ଜେନା, ମାନସ ରଞ୍ଜନ ଜେନା, ରତିକାନ୍ତ ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

Nalco
Leave A Reply