କେନ୍ଦ୍ରାପଡା-୧୩/୦୬ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟ ରେ ଥିବା ଆହର କେନ୍ଦ୍ରରେ ସଟଡଉାନ ର ପ୍ରଭାବ ଦେଖୀବାକୁ ମିଳିଛି ।
ଦୈନିକ ମଧ୍ୟାହ୍ନ ସମୟରେ ୫୦୦ ଲୋକଙ୍କ ପାଇଁ ଓ ସଂନ୍ଧ୍ୟା ସମୟରେ ୨୦୦ ଲୋକଙ୍କ ପାଇଁ ଏହି ଆହାର କେନ୍ଦ୍ରରେ ରାଜ୍ୟ ସରକାରଙ୍କ ତରଫରୁ ଗରିବ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଉଛି ।
କିନ୍ତୁ ଶନିବାର ସଟ ଡାଉନ ପ୍ରଭାବରେ ଏହି ଆହାର କେନ୍ଦ୍ରରେ ଲୋକଙ୍କର ଉପସ୍ଥିତି ଦେଖିବାକୁ ମିଳି ନଥିଲା । କା ଁଭାଁ ଲୋକ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିଥିବା ବେଳେ ସଟଡାଉନ ପ୍ରଭାବରେ ଅଧିକ ଲୋକ ଖାଇବାକୁ ଯାଇ ପାରି ନଥିବା ଦେଖିବାକୁ ମିଳିଛି ।