ପାଡ଼ାଲା ଭେଙ୍କଟ ରାଓ ସାଂସଦ ପ୍ରତିନିଧି ରାଜ୍ୟ By Sakala Khabar On Nov 21, 2022 0 Share କାଶୀନଗର – ଆନନ୍ଦ ଚନ୍ଦ୍ର ପାତ୍ର : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କାଶୀନଗର ଏନ.ଏ.ସିର ୱାର୍ଡ ନଂ ୧୨ ନିବାସୀ ପାଡାଲା ଭେଙ୍କଟ ରାଓଙ୍କୁ ଏନ.ଏ.ସି ର ଯୋଗାଣ ବିଭାଗର ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ସେ ମାନନୀୟ ଶ୍ରୀ ସାହୁଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି। 0 Share