Odisha news

ଘନ କୁହୁଡ଼ିରେ ଆଚ୍ଛାଦିତ ଫିରିଙ୍ଗିଆ ସହର

0
କନ୍ଧମାଳ ଜିଲ୍ଲା ୯/୧୧ ଫିରିଙ୍ଗିଆ ବ୍ଲକରେ ଦୁଇଦିନ ହେବ ଫିରିଙ୍ଗିଆ ଅଞ୍ଚଳ ସହିତ ଆଖପାଖ ଅଞ୍ଚଳରେ ଶୀତର ପ୍ରକଳ୍ପ ବଢିବାରେ ଲାଗିଛି। କୁହୁଡ଼ି ଯୋଗୁ ରାସ୍ତା ଦେଖାଯାଇନି। ସଖାଳ ଆଠଟା ପର୍ଯ୍ୟନ୍ତ ହାଲୁକା ଶୀତ ସହିତ କୁହୁଡ଼ି ରହୁଥ‌ିବାରୁ ଲୋକମାନେ ଶୀତ ବସ୍ତ୍ର ବ୍ୟବହାର କରିବା ସହିତ ନିଆଁକୁ ପୋଉଁଛନ୍ତି। କୁହୁଡ଼ି ଲାଗି ଗାଡ଼ି ମଟର ଯାତାୟାତ କରିବା ବାଧା ପ୍ରାପ୍ତ ହେଉଛି । ଅନ୍ୟପଟେ ଶୀତର ମଜା ନେବାକୁ ପ୍ରାତଃ ସମୟରେ ବ୍ୟାମ କରିବାକୁ ପଡ଼ିଆ ସାଙ୍ଗକୁ ରାସ୍ତାରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ଓ ବିଭିନ୍ନ ଚା ଦୋକାନ ମାନଙ୍କରେ ଗରମା ଗରମ୍ ଚା ପିଇ ମଜା ନେଉଥିବା ଚା ଦୋକାନ ମାନଙ୍କରେ ଭିଡ଼ ଦେଖିବାକୁ ମିଳୁଛି।
Ad2
Leave A Reply