କଣାସ ୧୮/୦୮/୨୦୨୨ : ଦୁର୍ଦ୍ଦିନରେ ବନ୍ୟା ବିନପ୍ନଙ୍କ ଦୁଃଖ କାହାଣୀ ଦେଖିବାକୁ ମିଳିଛି କଣାସ ବ୍ଲକରେ ।ଗତ ତିନି ଦିନ ହେଲା ମଣିଷ ଗୃହ ପାଳିତ ପଶୁ ଭୋକ ଉପାସରେ ଦିନ କାଟୁଛନ୍ତି ।ସରକାରୀ ସହାୟତା ସମୁଦ୍ରକୁ ସଂଖେ । ମକରା ଓ ରାଜୁଆ ନଦୀରେ ଘାଇ ହେବା ଦ୍ଵାରା ଜଳ ବନ୍ଦିରେ ୧୧ ପଞ୍ଚାୟତର ୩୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହୋଇଛନ୍ତି ।ହୀରାକୁଦର ୪୦ଗେଟ୍ ଦେଇ ଆସୁଥିବା ବନ୍ୟାଜଳ ସବୁ ନଦୀର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ।ଯାହା ଦ୍ଵାରା ବ୍ଲକରେ ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ଅନେକ ଘଳିଆ ମଧ୍ୟ ସୃଷ୍ଟି ହୋଇଛି।ଗଡବଡ଼ପୁଟ,ଗଡସାନପୁଟ,ଦୋକନ୍
