Odisha news

ଝାମୁଁ ଯାତ୍ରା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଅନ୍ନପ୍ରସାଦ ସେବା

0
କାକଟପୁର 11/4 କାକଟପୁର ଅଧିଷ୍ଠାତ୍ରୀ ମା ମଙ୍ଗଳା ଙ୍କ ଝାମୁଁ ଯାତ୍ରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଓ ଅନ୍ନପ୍ରସାଦ ସେବା ଅନୁଷ୍ଠିତ ହୋଇଥିଲା l ପିସି ପରିଡା କାନଷ୍ଟ୍ରକ୍ସନ ପକ୍ଷରୁ ପ୍ରତାପ ଚନ୍ଦ୍ର ପରିଡା, ବିଜନ କୁମାର ପରିଡା, ସ୍ୱାଧୀନ କୁମାର ପ୍ରଧାନ, ଦୀପକ ପରିଡା ସନ୍ଦୀପ ମହାନ୍ତି, ମାନସ ପରିଡା,ଜାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ସୁମିତ୍ରା ପରିଡା, ମଧୁସ୍ମିତା ପଢ଼ିଆରୀ, ସୋନାଲି ଲେଙ୍କା, ସୁନିତା ସ୍ୱାଇଁ, ଆଶିଷ କୁମାର ସାହୁ, ପଦ୍ମଲାଭ କାଣ୍ଡି,ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଗ୍ରୁପ ର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ, ସଭାପତି ଇତିଶ୍ରୀ ପ୍ରଧାନ, ଗଦାଧର ପରିଡା, ମନୋରଞ୍ଜନ ସାହୁ, ସଞ୍ଜୟ ନାୟକ, ଅନୱାର ଖାଁ, ମନୋଜ ଦାଶ, ଉଲ୍ଲାସ ସାହୁ, ରତ୍ନାକର ବେହେରା, ସାଇବାବା ଟ୍ରଷ୍ଟ ପକ୍ଷରୁ ବାଦଲ, ବାବୁଲି, ପ୍ରତାପ, ରାକା, ବୁଲୁ, ଜାଭିୟର ସ୍କୁଲ, ପ୍ରଜାପିତା ବ୍ରହ୍ମା କୁମାରୀ, ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁଦାମ ସ୍ୱାଇଁ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଙ୍କ ନେତୃତ୍ୱରେ  ସମାଜ ସେବୀ ସମ୍ପଦ ପଣ୍ଡା, ପ୍ରଫୁଲ୍ଲ ରଥ, ଶ୍ରୀଧର ନାୟକ, ପ୍ରଶନ୍ନ ପ୍ରହରାଜ, ଗୋପ ଅଞ୍ଚଳ ର ସେବକ ସଙ୍ଘ, ଟିକି କମୁନିକେଶନ,ଷ୍ଟେଟ ବ୍ୟାଙ୍କ, ଏବିଭିପି, ଓଡିଶା ଡ୍ରାଇଭର ସଙ୍ଘ, ଓ ମା ମଙ୍ଗଳା ମହିଳା ମହାସଙ୍ଘ ପ୍ରମୁଖ ପଚାଶ ରୁ ଉର୍ଦ୍ଧ ଅନୁଷ୍ଠାନ ଭକ୍ତ ମାନଙ୍କୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇ ଥିଲା l  ସେହିପରି ପ୍ରାଚୀ ୟୁଥ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ଭକ୍ତ ମାନଙ୍କୁ ନିଶୁକ୍ଳ ପ୍ରସାଦ ବଣ୍ଟନ କରାଯାଇଥିଲା l

Leave A Reply