Odisha news

ବରୀ ବ୍ଲକରେ ଆନନ୍ଦ ମାର୍ଗ ଇଉନିଭରର୍ସାଲ ପକ୍ଷରୁ ରିଲିଫ୍ ସେବା

0

ଯାଜପୁର:  ଯାଜପୁର ଜିଲ୍ଲା ବରୀ ବ୍ଲକର ଧାରପୁର, ନାଥପୁର, ଶ୍ରୀରାମପୁର, ଗମୁ, ଆଦି ଗ୍ରାମରେ ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟା, ଶୁଖିଲା ଖାଦ୍ୟ ଆନନ୍ଦ ମାର୍ଗ ପକ୍ଷରୁ ଯୋଗାଇଦିଆଯାଇଛି, ଏଥି ସହିତ ବିପନ୍ନ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂଯୋଜକ କାହ୍ନୁ ଚରଣ ବେଉରା ସମ୍ବାଦିକ ଭାଇମାନଭ୍କୁ ସୂଚନା ଦେଇଛନ୍ତିି, ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ବରୀ, ବଡ଼ଚଣା, ରସୁଲପୁର, ଦଶରଥପୁର, ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି, ୮ ଦିନ ଧରି ଏହି ସେବା ଯୋଗାଇ ଦିଆଯିବ ବୋଲି ବେଉରା ସୂଚନା ଦେଇଛନ୍ତି

Leave A Reply