ନୂଆଦିଲ୍ଲୀ :ଇରାନ ସୁପ୍ରିମ ଲିଡର ଅୟତୁଲ୍ଲାହ ଅଲି ଖାମେ ନେଇ ଘୋଷଣା କରିଛନ୍ତି ଦେଶର ଟିଭି ଚ୍ୟାନେଲରେ ଦେଖାଯାଉଥିବା ମହିଳା କାର୍ଟୁନ ଚରିତ୍ରଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ l ଇରାନର ରାଜନୈତିକ କାର୍ଯ୍ୟକର୍ତା ମାନେ ଏହି ଫଇସଲାକୁ ଆଲୋଚନା କରିଛନ୍ତି ଓ କହିଛନ୍ତି ଖାମେନେଇ ଭୟ କରୁଛନ୍ତି ଯେ ଝିଅମାନେ କାଳେ ଆଗକୁ ଯାଇ ହିଜାଵ ପିନ୍ଧିବାକୁ ମନା କରି ଦେଇପାରନ୍ତି l
ଇରାନର ରାଜନୈତିକ କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି ଯେ ସୁପ୍ରିମ ଲିଡର ଅୟତୁଲ୍ଲାହ ଙ୍କ ଆଦେଶ ଟକ୍ସିକ ଅଟେ l କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ ଶାସନରେ ରହିଛନ୍ତି ସେମାନେ ଭାବୁଛନ୍ତି ଯେ ସେମାନେ ମହିଳା ମାନଙ୍କୁ ନେଇ କିଛିବି ନିଷ୍ପତି ଦେଇପାରିବେ l କିନ୍ତୁ ପ୍ରକୃତରେ ଇରାନର ଗୋଟିଏ ଗଣମାଧ୍ୟମ ପ୍ରଶ୍ନ କରିଛି ଯେ କଣ ସେ ଚାହୁଁଛନ୍ତି ଏନିମେସନ ଚଳଚିତ୍ରରେ ମଧ୍ୟ କଣ ଚରିତ୍ର ମାନଙ୍କ ପାଇଁ ହିଜାଵ ଆବଶ୍ୟକ ?
ଅୟତୁଲ୍ଲାହ ଉତର ଦେଇଛନ୍ତି ଏମିତିରେ ପରିକଳ୍ପିତ ସ୍ଥିତିରେ ହିଜାଵ ଆବଶ୍ୟକ ନୁହେଁ ,କିନ୍ତୁ ହିଜାଵ ନପିନ୍ଧିବା ଦ୍ୱାରା ଯେଉଁ ପ୍ରଭାବ ସମାଜ ଉପରେ ପଡିବ ତାହାକୁ ଆଖି ଆଗରେ ରଖି ଆନିମେସନ ଚଳଚିତ୍ରରେ ହିଜାଵ ରହିବା ଆବଶ୍ୟକ l କିନ୍ତୁ ଇରାନର ରାଜନୈତିକ ଦଳ ର କାର୍ଯ୍ୟକର୍ତା ମାନେ ମତ ରଖିଛନ୍ତି ଯେ ତାଙ୍କୁ ଭୟ ରହିଛି ଯେକଲେ ଝିଅମାନେ ବଡ଼ ହୋଇ ହିଜାଵ ପିନ୍ଧିବେ ନାହିଁ l
The Bathmate is a proven water-based vacuum pump that can help dramatically increase your size. generic cialis Click Here to see our full Magnum Rings review.
