Odisha news

ଆଇପିଏଲ୍‌ରୁ ଅବସର ନେଲେ ୱାଟସନ୍‌

0

ନୂଆଦିଲ୍ଲୀ,୨ା୧୧(ଏଜେନ୍ସି): ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ସେନ୍‌ ୱାଟସନ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଥିବା
ଘୋଷଣା କରିଛନ୍ତି । ଅର୍ଥାତ୍‌ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ୱାଟସନ୍‌ଙ୍କୁ ଏହି ପ୍ରତିଯୋଗିତାରେ ଆଉ ଦେଖିବାକୁ ମିଳୁନାହିଁ । ରବିବାର ସେ କିଙ୍ଗ୍ସ ଏକାଦଶ ବିପକ୍ଷରେ ଆଇପିଏଲ୍‌ର ଶେଷ ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ ପରେ ପରେ ୱାଟସନ୍‌ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇଥିବା ସମ୍ପର୍କରେ ଜଣାଇଥିଲେ ।

Leave A Reply