Odisha news

ଭାରତୀ ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା

0

ଅନୁଗୁଳ: ଭାରତୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଗତି ନଗର ଅଚଂଳରେ ରହୁଥିବା ବିଧବା ଅସହାୟ ମହିଳା ସବିତା ବେହେରାଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସବିତାଙ୍କୁ ଗତ ୨/୩ ମାସ ହେବ କାମ ଧନ୍ଦା ନପାଇ ବହୁ ଅସୁବିଧାରେ ଥିବା ଜାଣି ଭାରତୀ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ୩୦ ଦିନ ପାଇଁ ଗୋସୋରୀ ଓ ୪ ଖଣ୍ଡଶାଢ଼ୀ ପ୍ରଦାନ କରିବା ସହ କିଛି ଦିନ ପାଇଁ ତାଙ୍କୁ ସାହାଯ୍ୟ ଯୋଗାଇ ଦେବେ ବୋଲି ଫାଉଣ୍ଡେସନର ସଭାପତି ବିଭୂତି ଭୂଷଣ ସାମଲ, ସମ୍ପାଦକ ଆଲୋକ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି ।

Leave A Reply