Odisha news

ଖୁବ୍ ଶୀଘ୍ର ଘଟିବାକୁ ଯାଉଛି ଗୁରୁ ପୁଷ୍ୟା ଯୋଗ : ଘରକୁ ଆଣନ୍ତୁ ଏହି ୫ଟି ଜିନିଷ ବଦଳିଯିବ ଭାଗ୍ୟ

0
ମଇ ୨୫ ତାରିଖ ରେ ଘଟୁଛି ଦୁର୍ଲଭ ଗୁରୁ ପୁଷ୍ୟ ଯୋଗ । ଏହି ଯୋଗ ର ବିଶେଷ ମହତ୍ତ୍ଵ ରହିଛି । ଏହିଦିନ ଘଟୁଛି ୫ଟି ଶୁଭ ଯୋଗ ଘଟିବକୁ ଯାଉଛି । ଏହି ୫ଟି ଯୋଗ ହେଉଛି ବୃଦ୍ଧି ଯୋଗ , ସର୍ବାର୍ଥ ସିଦ୍ଧି ଯୋଗ , ଅମୃତ ସିଦ୍ଧି ଯୋଗ ଓ ରବି ଯୋଗ ଘଟିବାରୁ ଯାଉଛି । ଏହାର ଅର୍ଥ ଆପଣ ଯଦି ଏହିଦିନ କୌଣସି ଶୁଭ କାର୍ଯ୍ୟ କରିବେ ତେବେ ଏହି କାର୍ଯ୍ୟ ଅନେକ ଗୁଣରେ ବଢିଯିବ । ବିବାହ କୁ ଛାଡ଼ି ଏହିଦିନ ସମସ୍ତ ମାଙ୍ଗଳିକ କାର୍ଯ୍ୟ କରି ପାରିବେ । ଏହାପରେ ଏହି ଯୋଗ ଡିସେମ୍ବର ମାସରେ ଘଟିବ ।
– କେବେ ଘଟିଥାଏ ଗୁରୁ ପୁସ୍ୟା ଯୋଗ :
ଯେଉଁ ଗୁରୁବାର ଦିନ ପୁଶ୍ୟା ନକ୍ଷତ୍ର ଘଟିଥାଏ , ସେହିଦିନ ଗୁରୁ ପସ୍ୟା ଯୋଗ ଘଟିଥାଏ । ଏହି ଯୋଗ ଖୁବ୍ ଶୁଭ ଫଲଦୟୀ ଅଟେ । ଆସନ୍ତୁ ଜାଣିବା ଏହି ବିଶେଷ ଶୁଭ ଯୋଗ ରେ କେଉଁଶବୁ ଜିନିଷ କୁ କିଣିବା ଶୁଭ ଅଟେ ।
– ସୁନା ସୁଖ ସମୃଦ୍ଧି ର ପ୍ରତୀକ ଅଟେ ବୋଲି ଆମେ ଜାଣିଛୁ । ଆମେ ସାଧାରଣ ଭାବରେ ଅକ୍ଷାୟତୃତୀୟ ଦିନ କିମ୍ବା ଦୀପାବଳୀ ଦିନ ସୁନା କିଣିବା କଥା ଶୁଣିଥାଉ । କିନ୍ତୁ ଗୁରୁ ପୁଷ୍ୟା ଯୋଗରେ ଯଦି ଘରକୁ ସୁନା ରୂପା ଆଣି ପାରିବା ତେବେ ଏହା ଖୁବ୍ ଫଳାଦୟୀ ଅଟେ ।
– ଦେବ ଗୁରୁ ବୃହସ୍ପତି ଙ୍କ ଶୁଭ ରଙ୍ଗ ହଳଦିଆ ଅଟେ । ଏହାଛଡା ହଳଦୀ ଶୁଭ ର ପ୍ରତୀକ ଅଟେ । ଏହି ଦିନ ହଳଦୀ କିଣି ଘରକୁ ଆଣିବା ଦ୍ଵାରା ଜୀବନ ରେ ସମୃଦ୍ଧି ର ବାସ ହୋଇଥାଏ ।
– ଗୁରୁ ପୁଷ୍ୟା ଯୋଗ ରେ ଯଦି ଆପଣ ଗଣେଶ ଓ ମାତା ଲକ୍ଷ୍ମୀଙ୍କ ସହିତ ସଂପୃକ୍ତ କୌଣସି ଜିନିଷ ଘରକୁ ଅନିବେ ଯେପରିକି ଗୋଟା ଗୁଆ , ନଡ଼ିଆ , ଧାନ ଇତ୍ୟାଦି ଯାହାବି ତେବେ ଖୁବ୍ ଶୁଭ ଫଳ ପ୍ରାପ୍ତି କରିବେ ।
– ଏହିଦିନ ଘରକୁ କିଛି ବୁଟ ଡାଲି ଆଣାନ୍ତୁ । ଏବଂ ଏହି ଡାଲି କୁ ଭଗବାନ ବିଷ୍ଣୁ ଙ୍କ ନିକଟରେ କିଛି ଜିନିଷ ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ । ଏହାଦ୍ବାରା ଜୀବନ ର ସୁଖ ସମୃଦ୍ଧି ର ବାସ ହୋଇଥାଏ ।
– ଏହିଦିନ ଘରକୁ ଧାର୍ମିକ ଜିନିଷ ଯେପରିକି ଦୀପ , କୌନସି ଧନୀକ ପୁସ୍ତକ କିମ୍ବା ଫଟୋ ଆଣିବା ଖୁବ୍ ଶୁଭ ହୋଇଥାଏ । ଏହାଦ୍ବାରା ଜୀବନ ସୁଖମୟ ହୋଇଥାଏ ।

Leave A Reply