Odisha news

ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି

0

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ବିଏମ୍‌ସି କମିଶନର୍ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ଦେଇ ନ ଥିବା ଜଣାପଡ଼ିଛି।

ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖା ଦେଇଛି।  ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗକଙ୍କ ସହ ବିଏମ୍‌ସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ପରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି। ଏଥିପାଇଁ ବିଏମ୍‌ସି କମିଶନର୍ ଓ ଡିସିପିଙ୍କୁ ଭେଟିବେ ୪ ନିଯୋଗ।

 

Leave A Reply