ସକାଳ ହେଲାଣି ଏଵେ ଉଠ ସହଳ
ଚାଲ ବୁଲିଯିବା ପୁରୀ ବଡ ଦେଉଳ ।..
ବଡ଼ ଦେଉଳ ରେ ଶୁଣି ଭଜନ ଗୀତ
ଖୁସି କରିବା ହେ ମନ ଆସରେ ମିତ ।..
ମିତ ମିତ ଶୁଣୁ ମିତ କହୁଛି ସତ
କେଵେ କରି ବୁନି ତୁରେ କାର ଅହିତ ।..
ଭୁଲରେ ଚାଲିବୁନି ତୁ ଅସତ ପଥ
ସବୁ ଦେଖୁଛିତ ସେହି ଜଗତ ନାଥ ।..
***** ଅକ୍ଷୟ ପଣ୍ଡା
