Odisha news

ଶୁଭ ସକାଳ

କାଳିଆ ଠାକୁର
ଦେବି ଉପହାର
ଫୁଲର ଗହଣା ।
ତୋ ପାଟ ଅଗଣା
ହାତ ଠିରି ଡାକେ
‌‌ହୋଇ ଯାଏ ବଣା ।
ଅଗଣା ଅଗଣା
ମହ ମହ ବାସେ
ଚନ୍ଦନ ଓ ଝୁଣା ।
ଜଗତ ର ହିତେ
ସେନହ  ଦେବାକୁ
କରିବୁନି ଉଣା  ।
 **** ଅକ୍ଷୟ ପଣ୍ଡା

Comments are closed.