Odisha news

ଘସିପୁରା ବ୍ଲକ  ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର 

0
 ଘଷିପୁରା :  ଘସିପୁରା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ll ମୁଖ୍ୟ ଅତିଥିଭାବେ ଘସିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର, ଘସିପୁରା ବିଡ଼ିଓ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ,ଆନନ୍ଦପୁର SSSO ପ୍ରତିମା ଦଣ୍ଡପାଠ ଏବଂ ଘସିପୁରା ସାମାଜିକ ସୁରକ୍ଷା ଅଧିକାରୀ ଶୁଭକାନ୍ତ ଜେନା ଉପସ୍ଥିତ ଥିଲେ ll 108 ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିଲେ ll କାର୍ଯ୍ୟକ୍ରମରେ ଡ଼ଃ. ନାୟକ, ଡ଼ଃ. ସୁଶାନ୍ତ କୁମାର ମାଝୀ. ଡ଼ଃ ଉଦୟ ଭାସ୍କର ପଣ୍ଡା, ଡ଼ଃ. ଅନିତା ମଞ୍ଜରୀ ଜେନା, ଡ଼ଃ. M.K ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ ll ଘସିପୁରା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ଜୁନିଅର କ୍ଲର୍କ ସବିତା ପଣ୍ଡିତ, ଦେବାଶିଷ ସାହୁ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ ll
Nalco
Leave A Reply