Odisha news

ମୋଦି ସରକାରଙ୍କର ବଡ ପଦକ୍ଷେପ , ବର୍ତମାନ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ମିଳିବ

0

ନୂଆଦିଲ୍ଲୀ : ସରକାର ବିଜୁଳି ଉପଭୋଗକ୍ତlଙ୍କୁ ସଶକ୍ତ କରିବାପାଇଁ ମତ୍ତ୍ୱପୁର୍ଣ ପଦକ୍ଷେପ ଉଠାଇଛନ୍ତି l ଏହି ପଦକ୍ଷେପ ଅନୁସାରେ ଉପଭୋଗକ୍ତl ମାନଙ୍କୁ ୨୪ ଘଣ୍ଟା ବିଜୁଳି ଉପଲବ୍ଧ କରାଯିବ ଓ ନିର୍ଧାରିତ ସମୟରେ ସେବା ଦେବାପାଇଁ ବ୍ୟବସ୍ତା ସୁନିଶ୍ଚିତ କରାଯାଇଛି l ଏହି ବିଷୟରେ ବିଦ୍ୟୁତ ନିୟମ ଜାରିକରଯାଇଛି l ବିଜୁଳି ଦର ନିର୍ଧାରିତ କରିବାକୁ ମଧ୍ୟ ଯୋଗ୍ୟ କରିବା ପାଇଁ ବ୍ୟବସ୍ତା କରାଯାଇଛି l ୨୪ ଘଣ୍ଟା ବିଜୁଳିର ଉପଲବ୍ଧକୁ ଗ୍ରାହକଙ୍କର ଅଧିକାରରେ ସାମିଲ କରାଯିବ l

ଏହି ନିୟମକୁ ଉଲଘଂନ କରାଗଲେ ବିଜୁଳି ବିତରଣ କମ୍ପାନୀ ଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହି ନିୟମ ବିଷୟରେ ବିଜୁଳି ମନ୍ତ୍ରୀ କହିଛନ୍ତିଯେ ଦେଶର ବିଜୁଳି ବିତରଣ କମ୍ପାନୀ ଗୁଡିକ ବର୍ତମାନ ସେବା ପ୍ରଦାନ କାରି କମ୍ପାନୀ ଅଟନ୍ତି l ବିଜୁଳି ଗ୍ରାହକଙ୍କୁ ଅନ୍ୟ ସେବା କ୍ଷେତ୍ର ଭଳି ସମସ୍ତ ଅଧିକାର ମିଳିବ l ଏହି ନିୟମ ଜରିଆରେ ସାଧାରଣ ଜନତାଙ୍କୁ ସଶକ୍ତି କାରଣ କରାଯିବ l କେନ୍ଦ୍ର ସରକାରଙ୍କ ଆଗକୁ ଥିବା ପଦକ୍ଷେପ ଏହି ନିୟମ ବିଷୟରେ ପୁରା ଦେଶରେ ପ୍ରଚାର କରିବାକୁ ପଡିବ l ଯଦି ଡ଼ିସକାମ ଜାଣିଶୁଣି ଏହି ନିୟମକୁ ଉଲଘଂନ କରେ , ତେବେ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ l ଏହି ନିୟମ ଦ୍ୱାରା ତିରିଶ କୋଟି ଉପଭୋକ୍ତl ଲାଭ ପାଇବେ l

୧୧ ପ୍ରକାରର ଅଧିକାର ସୁନିଶ୍ଚିତ :

ବିଜୁଳି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଜୁଳି ଗ୍ରାହକ ୧୧ ପ୍ରକାରର ଅଧିକାର ନିଶ୍ଚିନ୍ତ ପାଇବେ l ଏଥିରେ ନୂଆ କନେକସନ ନେବାରୁ ମିଟର ଲଗାଇବା ପର୍ଯ୍ୟନ୍ତ ସବୁକିଛି ସାମିଲ ରହିଛି l ବର୍ତମାନ ନୂଆ କନେକ୍ସନ ପାଇଁ ଅନଲାଇନରେ ସୁବିଧା କରାଯିବ l

ଠିକ ସମୟରେ ଦିଆଯିବ କନେକ୍ସନ :

ଗ୍ରାହକ ମାନେ ଆବେଦନ କରିବାର ସାତଦିନ ମଧ୍ୟରେ ମହାନଗରରେ , ପନ୍ଦର ଦିନ ମଧ୍ୟରେ ପଞ୍ଚାୟତ ମଧ୍ୟରେ ଓ ତିରିଶ ଦିନ ମଧ୍ୟରେ ଗ୍ରାମୀଣ କ୍ଷେତ୍ରରେ ବିଜୁଳି କନେକ୍ସନ ଦିଆଯିବ l ଏହା ଡ଼ିସକାମର ଦାଇତ୍ୱ ଅଟେଯେ ସେ ତଦାରଖ କରି ବିଜୁଳି କନେକ୍ସନ ଦେବା l କୌଣସି କନେକ୍ସନ ବିନା ସ୍ମାର୍ଟ ପ୍ରି ପେଡ କିମ୍ବା ପ୍ରି ପେଡ ମିଟର ବିନା ଦିଆଯିବନାହିଁ l ଗ୍ରାହକମାନେ ଅନ ଲାଇନରେ ମଧ୍ୟ ଦେଇ ପାରିବେ l
ବିଜୁଳି ନିୟମକ ଆୟୋଗ ସୁନିଶ୍ଚିତ କରିବାଜେ କୌଣସି ଖାସ ପରିସ୍ଥିତିରେ ବିଜୁଳି ଅପୂର୍ତୀର ସମୟ କମ କରାଯାଇପାରିବ l ବିଜୁଳିର କାଟ କାଉ ପରିସ୍ଥିତିରେ ଓ କେତେସମୟ ହେବ ଆୟୋଗ ଏହା ସ୍ଥିର କରିବା l

Leave A Reply