Odisha news

ସହିଦ ଓଡ଼ିଆ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର  : ଭାରତ-ଚୀନ୍‌ ସୀମାରେ ସଂଘର୍ଷ ଯୋଗୁ ସହିଦ ହୋଇଥିବା ଓଡ଼ିଶା କନ୍ଧମାଳ ଓ ରାଇରଙ୍ଗପୁରର ୨ ଓଡ଼ିଆ ବୀର ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଖବର ଶୁଣି ମୁ ଅତ୍ୟନ୍ତ ଦୁଃଖିତ । ସେ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତନା ଜଣାଇବା ସହିତ ଦେଶ ମାତୃକା ପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଜୀବନାହିଁ ବୋଲି କହିଛନ୍ତି ।

Leave A Reply