Odisha news

ରାସ୍ତାକୁ ଓହ୍ଲାଇଲା ଧର୍ମଶାଳା ବିଜେଡି ଗାର୍ଲସ୍ ୱିଙ୍ଗ୍ସ 

0

ଧର୍ମଶାଳା, ୨୭ା୨: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ଧର୍ମଶାଳା ବିଜେଡି ଗାର୍ଲସ୍ ୱିଙ୍ଗ୍ସ ସଭାନେତ୍ରୀ ଖୀରାବ୍ଦୀ ତନ୍ମୟା ମଲି୍କଙ୍କ ନେତୃତ୍ୟରେ ଗାର୍ଲସ୍ ୱିଙ୍ଗ୍ସର କର୍ମୀମାନେ ଜନ ସଚେତନ ପାଇଁ ରାସ୍ତାକୁ ଓହ୍ଲାଇ ଜାରକା ବଜାର ସେ‘ଇ କରିବା ସହିତ ବ୍ଲିଚିଙ୍ଗ ପାଉଡର ସ୍ପ୍ରେ କରିବା ସହିତ ରାସ୍ତାରେ ବିନା ହେଲମେଟ୍ରେ ମଟର ସାଇକେଲ ଚଲେଇ ଆସୁଥିବା ଲୋକଙ୍କୁ ଭେଟି ହେଲମେଟ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ ଏବଂ “ନିଜ ଜୀବନର ସୁରକ୍ଷା ନିଜ ହାତରେ ବୋଲି” ବୁଝେଇଥିଲେ ଓ କରୋନା ମହାମାରି ପୁଣି ନୂଆ ରୂପ ନେଇ େ‘ରିଥିବାରୁ ରାସ୍ତାରେ ସାଧାରଣ ଲୋକଙ୍କୁ ମାସ୍କ ପିନେ୍ଧଇବା ସହିତ ସାନିଟାଇଜ୍ କରୁଥିଲେ । ରାସ୍ତାରେ ଆସୁଥିବା ଲୋକଙ୍କୁ ସବୁବେଳେ ମାସ୍କ ପିନ୍ଧି କରୋନା ରୋଗ ବିରୋଧରେ ଲଢିବା ପାଇଁ, ବେସି ଜନ ଗହଳି ଜାଗାକୁ ନ ଯିବାପାଇଁ ନିଜଠୁ କିଛି ଦୂରତା ରକ୍ଷାକରି ଆସିବା ପାଇଁ ସଚେତନା କରିଥିଲେ ।

Leave A Reply