Odisha news

ସାଂସଦ ଅପରାଜିତା ଙ୍କୁ ଦଶପଲ୍ଲା ରେ ସ୍ୱାଗତ 

0
ଦଶପଲ୍ଲା୧୬/୮ : ମଙ୍ଗଳବାର ଦିନ  ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ଫୁଲବାଣୀ ଗସ୍ତ ସମୟରେ ଦଶପଲ୍ଲା ମେଡିକାଲ ଛକ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବି ଜେ ପି ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ ପୂର୍ବତନ ବିଧାୟକ ତଥା ବି ଜେ ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଙ୍କ ନେତୃତ୍ୱରେ ଶ୍ରୀ କିଶୋର ଚନ୍ଦ୍ର ଦଳବେହେରା ବାଣିଗୋଛା ମଣ୍ଡଳ ସଭାପତି, ଶ୍ରୀ ଚନ୍ଦ୍ରଶେଖର ଦାସ ବି ଜେ ପି ଜିଲ୍ଲା କମିଟି ସମ୍ପାଦକ, ଶ୍ରୀ ବସନ୍ତ କୁମାର ମହାନ୍ତି ବି ଜେ ପି ଜିଲ୍ଲା କମିଟି ସାଧାରଣ ସମ୍ପାଦକ, ଶ୍ରୀମତୀ ସଙ୍ଗୀତା ନାୟକ ଜିଲ୍ଲାପରିଷଦ ପ୍ରାର୍ଥୀନି, ଶ୍ରୀ ପ୍ରାଣକୃଷ୍ଣ ବେହେରା ଦଶପଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି, ପ୍ରଫେସର ନନ୍ଦକିଶୋର ମିଶ୍ର ଙ୍କ ସମେତ ବହୁ ବି ଜେ ପି କର୍ମୀ ଓ ସୁଭେଛୁ ଯୋଗଦେଇଥିଲେ।
Leave A Reply