Odisha news

ବଜ୍ରାଘାତ ୩ ଛେଳି ମୃତ

0

ଦଶପଲ୍ଲା୨୩/୪ : ବାଣୀଗୋଛା ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତ ମିନାଗାଡୁ ଗ୍ରାମର ଲକ୍ଷ୍ମଣ କଂହର ଙ୍କର ବଜ୍ରାଘାତ ରେ ତିନୋଟି ଛେଳି ମୃତ୍ୟୁ ହୋଇଛି । ଶନିବାର ସନ୍ଧ୍ୟା ସମୟ ରୁ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ପବନ ଲାଗି ରହିଥିବା ବେଳେ ଏହା ରବିବାର ସକାଳ ପର୍ଯ୍ୟନ୍ତ ଲାଗି ରହିଥିଲା । ରବିବାର ସକାଳୁ ବଜ୍ରପାତରେ ଲକ୍ଷ୍ମଣ ଦୁଆରେ ବନ୍ଧା ହୋଇଥିବା ତିନୋଟି ଛେଳି ର ମୃତ୍ୟୁ ହୋଇଥିଲା ।

Leave A Reply