Odisha news

ସଂଜୁ ସେମସନ ଙ୍କ ଉପରେ ଲଟକିଲା ଖଣ୍ଡା

0
ବୈଭବଙ୍କ ଡେବ୍ୟୁ ରାସ୍ତା ହେବକି ସଫା
ହେଡ଼ କୋଚ ଗୌତମ ଗମ୍ଭୀର ନେବେକି ବଡ଼ ନିଷ୍ପତି
ଭାଙ୍ଗିବେକି ସଚୀନଙ୍କର ୩୭ ବର୍ଷ ପୁରୁଣା ରେକର୍ଡ
କଣ ଜୁଲାଇ ୪ ଆଣିବାକି ଖୁସି ଖବର ବୈଭବଙ୍କ ପାଇଁ
ନା ପୁନର୍ବାର ନିରାଶ ହେବେ କ୍ରିକେଟ ପ୍ରେମୀଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ଟି-20 ସିରିଜ ଇଂଲଣ୍ଡ ରେ ଚାଲିଛି, ଯାହାର ଦ୍ଵିତୀୟ ମ୍ୟାଚ ୪ ଜୁଲାଇ ରେ ସନ୍ଧ୍ୟା ୭ଟା ରେ ମଞ୍ଚେଷ୍ଟର ରେ ଖେଳାଯିବାକୁ ଅଛି, ଚେଷ୍ଟର ର  ଲେ ଷ୍ଟ୍ରିଟ ରେ ୨ଦେଶ ମଧ୍ୟରେ ପ୍ରଥମ ଟି 20 ସିରିଜ ୦-୦ ରେ ସମାପ୍ତ ହୋଇଥିଲେ, ଇଂଲଣ୍ଡ ବିରୁଦ୍ଧରେ ଦ୍ଵିତୀୟ ଟି-20 ରେ ବିଜୟଲାଭ କରିବା ପାଇଁ ଅଧିନାୟକ ଶ୍ରେୟାସ ଆୟାର ଓ ହେଡ଼ କୋଚ ଗୌତମ ଗମ୍ଭୀର ଟିମ ଇଣ୍ଡିଆ ର ପ୍ଲେଇଂ 11 ରେ ଆଣିପାରନ୍ତି ବଡ଼ ପରିବର୍ତ୍ତନ, ବର୍ତମାନ ସଂଜୁ ସେମସନ ଙ୍କ ଓପନିଂ ଉପରେ ଝୁଲୁଛି ଖଣ୍ଡା , ଏପରି ସ୍ଥିତିରେ ବୈଭବ ଙ୍କୁ ମିଳିପାରେ ଡେବ୍ୟୁ କରିବାର ମଉକା l

ସଂଜୁ ଭାରତ ପାଇଁ ଗତ ୩ଟି ଟି 20 ରେ ଫ୍ଲପ ପ୍ରମାଣିତ ହୋଇ ସାରିଛନ୍ତି, ଏବଂ ମାତ୍ର ୬ ରନ କରିବାରେ ସମର୍ଥ ହୋଇଛନ୍ତି, ଏପରି ସ୍ଥିତିକୁ ଦେଖିଲେ ସଂଜୁ ଙ୍କୁ ଆସନ୍ତା ମ୍ୟାଚ ରେ ପ୍ଲେଇଂ 11 ରୁ ବାଦ ରଖା ଯାଇପାରେ, ଏବଂ ଏଭଳି ସ୍ଥିତି ରେ ବୈଭବ ମଧ୍ୟ ଇଣ୍ଟରନେଶନାଲ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି l ଯଦି ବୈଭବ ଜୁଲାଇ ୪ ଶନିବାର ଦିନ ଇଂଲଣ୍ଡ ବିପକ୍ଷରେ ମୈଦାନ କୁ ଓଲ୍ହାଇଲେ ତେବେ ଏହା ତାଙ୍କ ପାଇଁ  ଗୋଟିଏ ରେକର୍ଡ ହେବ l ଏବଂ ସେ ସବୁଠୁ କମ ଆୟୁର ଭାରତୀୟ ଖେଳାଳି ମଧ୍ୟ ହୋଇଯିବେ l

ଯଦି ବୈଭବ ଜୁଲାଇ ୪ ତାରିଖରେ ଇଂଲଣ୍ଡ ବିପକ୍ଷରେ ମୈଦାନ କୁ ଓଲ୍ହାଇଲେ ତେବେ ସେ ସଚିନ ଙ୍କ ରେକର୍ଡ ଭାଙ୍ଗିବେ, ୧୯୮୯ ରେ ଯେତେବେଳେ ସଚିନ ଇଣ୍ଟରନେଶନାଲ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କ ଆୟୁ ୧୬ ବର୍ଷ ୧୦୫ ଦିନ ଥିଲା, ଏବଂ ବୈଭବ ଯଦି ଆସନ୍ତା କଲି ଡେବ୍ୟୁ କରିବେ ତେବେ ତାଙ୍କ ବୟସ ରହିବ ୧୫ ବର୍ଷ ୯୯ ଦିନ l

ବର୍ତମାନ  ସାରା ବିଶ୍ୱ ଅପେକ୍ଷା କରିଛି ବୈଭବ ଙ୍କ ବ୍ୟାଟିଂ ମ୍ୟାଜିକ ଦେଖିବାକୁ , ଦେଖାଯାଉ ଜୁଲାଇ ୪ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ପାଇଁ ଆଣୁଚି କେଉଁ ଶୁଭ ସୂଚନା ?

Ad2
Leave A Reply