ସମଗ୍ର ଦେଶରେ ୨୨୬୭୭୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୧୦୯୪୬୧ ଜଣ ସୁସ୍ଥ ,୬୩୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି
ନୂଆଦିଲ୍ଲୀ: ଜୁନ୍ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୨୬୭୭୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯୪୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୩୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୯୬୦ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୧ ଜଣ, ଆସାମରେ ୪ ଜଣ, ବିହାରରେ ୨୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ ଜଣ, ଦିଲ୍ଲୀରେ ୬୫୦ ଜଣ, ଗୁଜରାଟରେ ୧୧୫୫ ଜଣ, ହରିୟାଣାରେ ୨୪ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୫ ଜଣ, ଝାଡ଼ଖଣ୍ଡରେ ୬ ଜଣ, କର୍ଣ୍ଣାଟକରେ ୫୭ ଜଣ, କେରଳରେ ୧୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୩୭୭ ଜଣ, ମହାରାଷ୍ଟ୍ରରେ ୨୭୧୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୭ ଜଣ, ରାଜସ୍ଥାନରେ ୨୧୩ ଜଣ, ତାମିଲନାଡୁରେ ୨୨୦ ଜଣ, ତେଲେଙ୍ଗାନାରେ ୧୦୫ ଜଣ, ଉତ୍ତରାଖଣ୍ଡରେ ୧୦ ଜଣ, ଉତ୍ତରପ୍ରଦେଶରେ ୨୪୫ ଜଣ ଏବଂ ପଶ୍ଚମବଙ୍ଗରେ ୩୫୫ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୨୨୩), ଅରୁଣାଚଳ ପ୍ରଦେଶ (୪୨), ଆସାମ (୧୯୮୮), ବିହାର (୪୪୯୩), ଚଣ୍ଡିଗଡ଼ (୩୦୧), ଛତିଶଗଡ଼ (୭୫୬), ଦାଦର ନଗର ହାୱେଲି (୧୨) ଜଣ, ଦିଲ୍ଲୀ (୨୫୦୦୪), ଗୋଆ (୧୬୬), ଗୁଜରାଟ (୧୮୫୮୪), ହରିୟାଣା (୩୨୮୧), ହିମାଚଳ ପ୍ରଦେଶ (୩୮୩), ଜମ୍ମୁ ଓ କଶ୍ମୀର (୩୧୪୨), ଝାଡ଼ଖଣ୍ଡ (୭୯୩) କର୍ଣ୍ଣାଟକ (୪୩୨୦), କେରଳ (୧୫୮୮), ଲଦାଖ (୯୦), ମଧ୍ୟପ୍ରଦେଶ (୮୭୬୨), ମହାରାଷ୍ଟ୍ର (୭୭୭୯୩), ମଣିପୁର (୧୨୪), ମେଘାଳୟ (୩୩), ମିଜୋରାମ (୧୭), ନାଗାଲାଣ୍ଡ (୮୦), ଓଡ଼ିଶା (୨୪୭୮), ପୁଦ୍ଦୁଚେରୀ (୮୨), ପଞ୍ଜାବ (୨୪୧୫), ରାଜସ୍ଥାନ (୯୮୬୨), ସିକିମ୍ (୨), ତାମିଲନାଡୁ (୨୭୨୫୬), ତେଲେଙ୍ଗାନା (୩୧୪୭), ତ୍ରିପୁରା (୬୪୪), ଉତ୍ତରାଖଣ୍ଡ (୧୧୫୩), ଉତ୍ତରପ୍ରଦେଶ (୯୨୩୭) ଓ ପଶ୍ଚିମବଙ୍ଗ (୭୬୧୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୫୩୯), ଅରୁଣାଚଳ ପ୍ରଦେଶ (୧), ଆସାମ (୪୪୨), ବିହାର (୨୨୧୦), ଚଣ୍ଡିଗଡ଼ (୨୧୪), ଛତିଶଗଡ଼ (୨୧୪), ଦାଦର ନଗର ହାୱେଲି (୧), ଦିଲ୍ଲୀ (୯୮୯୮), ଗୋଆ (୫୭), ଗୁଜରାଟ (୧୨୬୬୭), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୧୭୯), ଜମ୍ମୁ ଓ କଶ୍ମୀର (୧୦୪୮), ଝାଡ଼ଖଣ୍ଡ (୩୫୪), କର୍ଣ୍ଣାଟକ (୧୬୧୦), କେରଳ (୬୯୦), ଲଦାଖ (୪୮), ମଧ୍ୟପ୍ରଦେଶ (୫୬୩୭), ମହାରାଷ୍ଟ୍ର (୩୩୬୮୧), ମଣିପୁର (୩୮), ମେଘାଳୟ (୧୩), ମିଜୋରାମ (୧) ଓଡ଼ିଶା (୧୪୧୬), ପୁଦ୍ଦୁଚେରୀ (୨୫), ପଞ୍ଜାବ (୨୦୪୩), ରାଜସ୍ଥାନ (୭୧୦୪), ତାମିଲନାଡୁ (୧୪୯୦୨), ତେଲେଙ୍ଗାନା (୧୫୮୭), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୨୯୭), ଉତ୍ତରପ୍ରଦେଶ (୫୪୩୯) ଓ ପଶ୍ଚିମବଙ୍ଗ (୨୭୬୮) ।
