Odisha news

ସମଗ୍ର ଦେଶରେ ୩୩୨୪୨୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ , ୧୬୯୭୯୭ ଜଣ ସୁସ୍ଥ , ୯୫୨୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି

0

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩୨୪୨୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୭୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୫୨୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୦୬ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୪ ଜଣ, ଆସାମରେ ୮ ଜଣ, ବିହାରରେ ୩୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୮ ଜଣ, ଦିଲ୍ଲୀରେ ୧୩୨୭ ଜଣ, ଗୁଜରାଟରେ ୧୪୭୭ ଜଣ, ହରିୟାଣାରେ ୮୮ ଜଣ, ହିମାଚଳ ପ୍ରଦେଶରେ ୭ ଜଣ, ଜମ୍ମୁ ଓ କଶ୍ମୀରରେ ୫୯ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୮୬ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୫୯ ଜଣ, ମହାରାଷ୍ଟ୍ରରେ ୩୯୫୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୫ ଜଣ, ପଞ୍ଜାବରେ ୬୭ ଜଣ, ରାଜସ୍ଥାନରେ ୨୯୨ ଜଣ, ତାମିଲନାଡୁରେ ୪୩୫ ଜଣ, ତେଲେଙ୍ଗାନାରେ ୧୮୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୪ ଜଣ, ଉତ୍ତରପ୍ରଦେଶରେ ୩୯୯ ଜଣ ଏବଂ ପଶ୍ଚମବଙ୍ଗରେ ୪୭୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୮), ଆନ୍ଧ୍ରପ୍ରଦେଶ (୬୧୬୩), ଅରୁଣାଚଳ ପ୍ରଦେଶ (୯୧), ଆସାମ (୪୦୪୯), ବିହାର (୬୪୭୦), ଚଣ୍ଡିଗଡ଼ (୩୫୨), ଛତିଶଗଡ଼ (୧୬୬୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୬) ଜଣ, ଦିଲ୍ଲୀ (୪୧୧୮୨), ଗୋଆ (୫୬୪), ଗୁଜରାଟ (୨୩୫୪୪), ହରିୟାଣା (୭୨୦୮), ହିମାଚଳ ପ୍ରଦେଶ (୫୧୮), ଜମ୍ମୁ ଓ କଶ୍ମୀର (୫୦୪୧), ଝାଡ଼ଖଣ୍ଡ (୧୭୪୫) କର୍ଣ୍ଣାଟକ (୭୦୦୦), କେରଳ (୨୪୬୧), ଲଦାଖ (୫୪୯), ମଧ୍ୟପ୍ରଦେଶ (୧୦୮୦୨), ମହାରାଷ୍ଟ୍ର (୧୦୭୯୫୮), ମଣିପୁର (୪୫୮), ମେଘାଳୟ (୪୪), ମିଜୋରାମ (୧୧୨), ନାଗାଲାଣ୍ଡ (୧୬୮),  ଓଡ଼ିଶା (୩୯୦୯), ପୁଦ୍ଦୁଚେରୀ (୧୯୪), ପଞ୍ଜାବ (୩୧୪୦), ରାଜସ୍ଥାନ (୧୨୬୯୪), ସିକିମ୍ (୬୮), ତାମିଲନାଡୁ (୪୪୬୬୧), ତେଲେଙ୍ଗାନା (୪୯୭୪), ତ୍ରିପୁରା (୧୦୭୪), ଉତ୍ତରାଖଣ୍ଡ (୧୮୧୯), ଉତ୍ତରପ୍ରଦେଶ (୧୩୬୧୫) ଓ ପଶ୍ଚିମବଙ୍ଗ (୧୧୦୮୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୩୧୪), ଅରୁଣାଚଳ ପ୍ରଦେଶ (୭), ଆସାମ (୧୯୬୦), ବିହାର (୪୧୭୦), ଚଣ୍ଡିଗଡ଼ (୨୯୩), ଛତିଶଗଡ଼ (୭୬୩), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୫୮୨୩), ଗୋଆ (୭୪), ଗୁଜରାଟ (୧୬୩୨୫), ହରିୟାଣା (୩୦୦୩), ହିମାଚଳ ପ୍ରଦେଶ (୩୩୭), ଜମ୍ମୁ ଓ କଶ୍ମୀର (୨୩୮୯), ଝାଡ଼ଖଣ୍ଡ (୯୦୫), କର୍ଣ୍ଣାଟକ (୩୯୫୫), କେରଳ (୧୧୦୨), ଲଦାଖ (୮୦), ମଧ୍ୟପ୍ରଦେଶ (୭୬୭୭), ମହାରାଷ୍ଟ୍ର (୫୦୯୭୮), ମଣିପୁର (୯୧), ମେଘାଳୟ (୨୫), ମିଜୋରାମ (୧) ନାଗାଲାଣ୍ଡ୍ (୮୮), ଓଡ଼ିଶା (୨୭୦୮), ପୁଦ୍ଦୁଚେରୀ (୯୧), ପଞ୍ଜାବ (୨୩୫୬), ରାଜସ୍ଥାନ (୯୫୬୬), ସିକିମ୍ (୪), ତାମିଲନାଡୁ (୨୪୫୪୭), ତେଲେଙ୍ଗାନା (୨୩୭୭), ତ୍ରିପୁରା (୩୧୫), ଉତ୍ତରାଖଣ୍ଡ (୧୧୧୧), ଉତ୍ତରପ୍ରଦେଶ (୮୨୬୮) ଓ ପଶ୍ଚିମବଙ୍ଗ (୫୦୬୦) ।

Leave A Reply