Odisha news

ବଢୁଥିବା କରୋନା ସଂକ୍ରମଣ କୁ ଦେଖି ଏହିସବୁ ଭିଟାମିନ ଶରୀରରେ ନିହାତି ବୃଦ୍ଧି କରିବା ଜରୁରୀ

0

ଆଜିକାଲି ବଢୁଥିବା ରୋଗ ଜନିତ ସମସ୍ୟା ଯୋଗୁଁ ଶରୀରକୁ ଷ୍ଟ୍ରଙ୍ଗ କରିବା ନିହାତି ଜରୁରୀ l ବର୍ତମାନ ସମୟରେ କରୋନା ଭଳି ମାରାତ୍ମକ ରୋଗ ମଧ୍ୟ ରହିଛି ଓ ବର୍ଷାଋତୁ ମଧ୍ୟ ଚାଲିଛି l ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆମ ଶରୀର ପ୍ରଭାବିତ ରହୁଛି l ଏପରି ସ୍ଥିତିରେ ସବୁଠୁ ଜରୁରୀ ଆପଣ ନିଜ ଶରୀରର ଇମ୍ୟୁନିଟି ବୃଦ୍ଧି କରିବା l ଆସନ୍ତୁ ଆଜି ଜାଣିବା ଶରୀରର ରୋଗ ପ୍ରତିରୋଧକ କ୍ଷମତା କିପରି ବଢାଇବା l

ନିଜ ଶରୀରର ଇମ୍ୟୁନ କୁ ବୁଷ୍ଟ କରି କିପରି ବିଭନ୍ନ ପ୍ରକାର ଘାତକ ରୋଗ ନିକଟରୁ ରକ୍ଷା କରିବେ l ସେଥିପାଇଁ କେଉଁସବୁ ଭିଟାମିନ ର ଆବଶ୍ୟକତା ରହିଛି ଆସନ୍ତୁ ଜାଣିବା l

ଶରୀରକୁ ଷ୍ଟ୍ରଙ୍ଗ କରିବା ପାଇଁ ଏହିସବୁ ଜିନିଷ ଆବଶ୍ୟକ -:
ଇମ୍ୟୁନ ସିଷ୍ଟମ କୁ ଠିକ କରିବା ପାଇଁ ଆପଣଙ୍କୁ ଭିଟାମିନ ଡି, ସି ଓ ଜିଙ୍କ ସେବନ କରିବା ନିହାତି ଜରୁରୀ l ଯାହା ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗ ଠାରୁ ରକ୍ଷା କରିବ l

ଭିଟାମିନ ଡି କାହିଁକି ଆବଶ୍ୟକ  –
କୌଣସି ରୋଗ ଠାରୁ ଶରୀରରେ ସଂକ୍ରମଣ ବୃଦ୍ଧି କରିବାରେ ରୋକ ଲଗାଇଥାଏ ଭିଟାମିନ ଡି l ଭିଟାମିନ ଡି ଶରୀର ଭିତରେ ହୋଇଥିବା ବିଭିନ୍ନ କ୍ଷତ କୁ ଠିକ କରିଥାଏ l ଯଦି ଆପଣଙ୍କ ଶରୀରରେ ଭିଟାମିନ ଡି କାଂଇଥାଏ ତେବେ ଇନଫେକ୍ସନ ଦୀର୍ଘ ସମୟ ଧରି ରହିଥାଏ l

ଭିଟାମିନ ସି କାହିଁକି ଆବଶ୍ୟକ –
ଶରୀର ପାଇଁ ଭିଟାମିନ ସି ହ୍ୱାଇଟ ବ୍ଲଡ଼ ସେଲ ଖୁବ ଆବଶ୍ୟକ l ଏହା ସେଲ କୁ ଆକ୍ଟିଭ ରଖିବାରେ ଖୁବ ସାହାଯ୍ୟ କରିଥାଏ l ଯେଉଁ କାରଣରୁ ଶରୀର ବିଭିନ୍ନ ଇନଫେକ୍ସନ ସହିତ ଲଢ଼ିଥାଏ l

ଜିଙ୍କ କାହିଁକି ଜରୁରୀ –
ଜିଙ୍କ ଇମ୍ୟୁନ ସିଷ୍ଟମ ପାଇଁ ଖୁବ ଆବଶ୍ୟକ l ଏହା ବିନା ମଧ୍ୟ ହ୍ୱାଇଟ ବ୍ଲଡ଼ ସେଲ ର ନିର୍ମାଣ ମଧ୍ୟ ହୋଇ ପାରି ନଥାଏ l ଶରୀରରେ ଯଦି କୌଣସି ପ୍ରକାରର ଇନଫେକ୍ସନ ରହିଥାଏ  ତେବି ଜିଙ୍କ, ଭିଟାମିନ ସି ଓ ଭିଟାମିନ ଡି ମିଳିତ ଭାବରେ ଡ୍ୟାମେଜ ହେବାରୁ ଶରୀରକୁ ଅଟକାଇ ଥାଆନ୍ତି l

Nalco
Leave A Reply