ସାକ୍ଷୀଗୋପାଳ ତା ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର 1967 ମସିହାରେ ପୁରୀ ଜିଲ୍ଲାର କୃଷକ ମାନଙ୍କର ଉତ୍ପାଦିତ ଆଳୁ, ପିଆଜ, ଅଦା,କଞ୍ଚା ଲଙ୍କା ସମେତ ପନିପରିବା ସଂରକ୍ଷଣ ନିମନ୍ତେ ପୁରୀ ଜିଲ୍ଲାର କେନ୍ଦ୍ର ସ୍ଥଳ ସାତଶଂଖ ନିକଟରେ ସ୍ଥାପିତ ହୋଇଥିଲା l ଆବଶ୍ୟକତା ବୃଦ୍ଧି ପାଇବାରୁ 1982 ମସିହାରେ ଏହି ଶୀତଳ ଭଣ୍ଡାରର ନବୀକରଣ ଓ ସମ୍ପ୍ରସାରଣ କରାଯାଇଥିଲା l
