Odisha news

ଆମେ ବ୍ୟବହାର କରୁଥିବା ଅନ୍ତବସ୍ତ୍ର ରେ ରହିଛି ବିଷାକ୍ତ କେମିକାଲ , ଯାହା ଆମ ଲିଭର କୁ କରିଦେଇ ପାରେ ନଷ୍ଟ

0
ଆମ ଦୈନନ୍ଦିନ ଜୀବନରେ ଆମେ ଏଭଳି ଅନେକ ଜିନଷ ବ୍ୟବହାର କରିଥାଉ ଯାହା ଫ୍ୟାକ୍ଟ୍ରି ରେ ପ୍ରସ୍ତୁତ ହୋଇଥାଏ l ତାହା ଅମ ଶରୀର ଢାଙ୍କିବା ପାଇଁ ପୋଷାକ ହୋଇଥାଉ କିମ୍ବା ଖାଇବା ପାଇଁ ବାସନ ହୋଇଥାଉ ଏହିସବୁ ଜିନିଷ କୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାର ର ମ୍ୟାଟେରିଆଲ ର ଆବଶ୍ୟକତା ପଡିଥାଏ ଓ ଅନେକ ପ୍ରକାର କେମିକାଲ ର ମଧ୍ୟ ଆବଶ୍ୟକତା ପଡିଥାଏ l
ବିନା କେମିକାଲ ରେ ଏହିସବୁ ଜିନିଷ କୁ ପ୍ରସ୍ତୁତ କରିବା ଅସମ୍ଭବ ଅଟେ l ନିକଟରେ ଆମେରିକାର ୟୁନିଭର୍ସିଟି ଅଫ କରଲିଫର୍ନିଆ ର ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡିଥିଲା ଯେ ଅନ୍ତର୍ବସ୍ତ୍ର କୁ ପରୀକ୍ଷା କରାଯିବାରୁ ଜଣା ପଡିଥିଲା ଯେ କପଡା ରୁ ନେଇ ଫ୍ରାଇଙ୍ଗ ପ୍ୟାନ ପର୍ଯ୍ୟନ୍ତ ସବୁଥିରେ ହାନିକାରକ କେମିକାଲ ର ବ୍ୟବହାର ହୋଇଥାଏ l
* ଗବେଷକ ଙ୍କ ମତରେ ଆମେରିକା ଭଳି ଦେଶରେ ଯଦି ବାସନ ଓ ଅନ୍ତର୍ବସ୍ତ୍ର ରେ ହାନିକାରକ ଟକ୍ସିନ ମିଳୁଛି ତେବେ ବିଶ୍ୱର ସମସ୍ତ ସ୍ଥାନରେ ମଧ୍ୟ ଏହା ସମ୍ଭବ ଅଟେ l
* ଏହିସବୁ ଟକ୍ସିନ ବିଶେଷ ଭାବରେ ମହିଳା ମାନଙ୍କ ମଧ୍ୟରେ ଯୁଟ୍ରସ ସଂକ୍ରମଣ ର କାରଣ ହେଉଛି l ଏହାଛଡା ଏହା ଗର୍ଭସ୍ଥ ଶିଶୁ ଙ୍କୁ ସଂକ୍ରମିତ କରୁଛି l
* ଗ୍ଲୋବାଲ ଡାୟାଵେଟସ କମ୍ୟୁନିଟି ର ୱେବସାଇଟ ଅନୁସାରେ ଏହିସବୁ ଜିନିଷ ରେ ପି ଏଫ ଏ ଏସ ନାମକ ରସାୟନ ର ଖୁବ ଅଧିକ ମାତ୍ରା ରହିଛି l ଏହା ଗୋଟିଏ କ୍ଷତିକାରକ କେମିକାଲ ଅଟେ l
* ପି ଏଫ ଏ ଏସ କେମିକାଲ ର ସିଧା ସମ୍ପର୍କ ଲିଭର ସହିତ ରହିଛି l ଏହି ହାନିକାରକ ମ୍ୟାଟେରିଆଲ ଲିଭର କୁ ଫୁଲାଇ ଦେଇଥାଏ l ଇହାଛଡା ଗର୍ଭସ୍ଥ ଶିଶୁ ର ବିକାଶ ରେ ବାଧା ସୃଷ୍ଟି କରିଥାଏ l
* ପି ଏଫ ଏ ଏସ କେମିକାଲ ଅନେକ ଗୁଡିଏ ଜିନିଷ ରେ ମିଳିଥାଏ l ସାନିଟାରୀ ନପ୍କିନ୍ , ବାସନ , କର୍ପେଟ , ଛୁଆଙ୍କ ଖେଳନା , ବିଭିନ୍ନ ଫେବ୍ରିକ ରେ ମିଳିଥାଏ l
* ଗବେଷକ ଙ୍କ ମତରେ ପି ଏଫ ଏ ଏସ କେମିକାଲ ବିଶେଷ ଭାବରେ ଡି ଏନ୍ ଏ କୁ ପ୍ରଭାବିତ କରିଥାଏ ବୋଲି ଗବେଷକ ମାନେ କହିଛନ୍ତି l
Leave A Reply