Odisha news

ରୋଷେଇ ବେଳେ ଟାଙ୍କିରୁ ଗ୍ୟାସ ଲିକହୋଇ ଲାଗିଲା ନିଆ : ଦୁଇ ନାତି ସହ ଜେଜେମା ଆହତ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ନୂଆ ସୁଙ୍ଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ମଙ୍ଗଳବାର ସନ୍ଧ୍ୟାରେ! ଏହି ଗ୍ରାମର ରେଣୁ ବରାଳ ରୋଷେଇ କରୁଥିବା ସମୟରେ ତାଙ୍କ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକହୋଇ ହଠାତ ଘରେ ନିଆ ଲାଗିଯାଇଥିଲା! ଏଥିରେ ନିଜେ ରେଣୁ ଓ ତାଙ୍କର ଦୁଇ ନାତି ପୋଡିଯାଇ ଗୁରୁତର ଆହତ ହୋଇଥିଲେ! ଖବରପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ କରୀଥିଲେ! ପରେ ଆହତ ମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା! ତେବେ ଡାକ୍ତର ଖାନାରେ ଆହତମାନେ ଚଟିଳଥିବା ଜଣାପଡିଛି!
Leave A Reply