Odisha news

ଚୈତ୍ର ନବରାତ୍ରି ସମୟ ରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ଜିନିଷ ନେଇ ଆସନ୍ତୁ , ବର୍ଷ ସାରା ମିଳିବ ମାଦୁର୍ଗା ଙ୍କ କୃପା

0

ଚୈତ୍ର ନବରାତ୍ରି ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା, ଏବଂ ଏହି ୯ ଦିନ ମାଙ୍କ ର ୯ଟି ରୂପର ପୂଜାର୍ଚନା କରାଯାଇଥାଏ l ଏବଂ ଏହି ନଅଦିନ ଖୁବ ଶୁଭ ହୋଇଥାଏ l ଏହି ସମୟରେ କିଛିଟା ଜିନିଷ ଘରକୁ ଆଣିବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଚଳିତବର୍ଷ ମାର୍ଚ୍ଚ ୩୦ ତାରିଖରୁ ନବରାତ୍ରି ଆରମ୍ଭ ହୋଇଯାଉଛି l ଏବଂ ଅପ୍ରେଲ ୬ ତାରିଖ ରେ ସମାପ୍ତ ହେବ l

ନବରାତ୍ରି ରେ ଘରକୁ ଏହିସବୁ ଜିନିଷ ଆଣିବା ଶୁଭ ଅଟେ –
ପଦ୍ମ ଫୁଲ –
ପଦ୍ମ ଫୁଲ ମା ଲକ୍ଷ୍ମୀ ଙ୍କର ଖୁବ ପ୍ରିୟ ଅଟେ, ନବରାତ୍ରି ସମୟ ରେ ମା ଦୁର୍ଗା ଙ୍କ ର ପଦ୍ମ ଫୁଲ ମଧ୍ୟ ଖୁଵ ପ୍ରିୟ ଅଟେ l ଏବଂ ଏହାକୁ ଦୁର୍ଗା ଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଧନ ର ବୃଦ୍ଧି ହୋଇଥାଏ l ଏବଂ ସୁଖ-ସମୃଦ୍ଧି ବାସ କରିଥାଏ l

ଶଙ୍ଖ –
ମା ଲକ୍ଷ୍ମୀଙ୍କ ଭଳି ମା ଦୁର୍ଗା ଙ୍କର ଖୁବ ପ୍ରିୟ ଅଟେ, ଯଦି ନବରାତ୍ରି ରେ ଶଙ୍ଖ ଆଣି ଘରେ ସ୍ଥାପନା କରିବା ଦ୍ୱାରା ପୂଜା କରିବା ଦ୍ୱାରା ଜୀବନ ରେ ଶୁଭ ଫଳ ଦେଇଥାଏ l  ଏବଂ ଶଙ୍ଖ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ଅଟେ l

ଶୃଙ୍ଗାର ସାମଗ୍ରୀ –
ମା ଦୁର୍ଗା ଙ୍କର ପୂଜା ରେ ବିନା ଶୃଙ୍ଗାର ସାମଗ୍ରୀ ରେ ଅଧୁରା ଅଟେ, ତେଣୁ ନବରାତ୍ରି ର ମହାସପ୍ତମୀ ଦିନ ଘରକୁ ଶୃଙ୍ଗାର ସାମଗ୍ରୀ ଆଣିବା ଖୁବ ଶୁଭ ଅଟେ, ଏବଂ ଏହାକୁ ମା ଦୁର୍ଗା ଙ୍କ ନିକଟରେ ଅର୍ପଣ କରାଯାଇଥାଏ l ଏହାଦ୍ୱାରା ମାଙ୍କ କୃପା ଲାଭ ହୋଇଥାଏ, ଏବଂ ଘର ପରିବାର ଉପରେ ମାଙ୍କ କୃପାରହିଥାଏ  l

Leave A Reply