Odisha news

ଓଟରେ ବସି ସିଏଏକୁ ବିରୋଧ

0

କେରଳ : କେରଳର ବ୍ୟବସାୟୀ ହଜା ହୁସେନ୍‌ ଅଭିନବ ଢ଼ଙ୍ଗରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିଛନ୍ତି । ସେ ତାଙ୍କ ବିବାହ ଅବସରରେ ଓଟ ପିଠିରେ ବସି କନ୍ୟା ଘରକୁ ଯାଇଥିଲେ । ତାଙ୍କ ହାତରେ ଥିଲା ଏକ ପ୍ଲାକାର୍ଡ ଯେଉଁଥିରେ ଲେଖା ଥିଲା ରିଜେକଫ ସିଏଏ, ବଏକଟ୍‌ ଏନ୍‌ଆର୍‌ସି ଆଣ୍ଡ୍‌ ଏନ୍‌ପିଆର ।’ ଓଟରେ ମଣ୍ଡପ ପର୍ଯ୍ୟନ୍ତ ୨୦ କିମି ଯାତ୍ରା କରିଥିଲେ ହୁସେନ୍‌ ।

Leave A Reply