Odisha news

୫ ଫୁଟିଆ ପାହାଡିଆ ଚିଟି ସାପ ଉଦ୍ଧାର

0

ବୁଗୁଡ଼ା ବାଲିପିଣ୍ଡି ସାହି ନିବାସୀ ଆଡଭୋକେଟ୍ ମନୋଜ କୁମାର ପାଣିଗ୍ରାହୀଙ୍କ ବାସଗୃହରୁ ଏକ ୫ ଫୁଟ ଲମ୍ବର ବିଷାକ୍ତ ପାହାଡିଆ ତମ୍ବା ଚିଟି ସାପକୁ ଧରାଯାଇଛି। ୧୮ ତାରିଖ ସନ୍ଧ୍ୟାରେ ଏହି ସାପଟି ଏକ ସିଢି ତଳେ ଆସି ରହିଥିବାର ଦେଖି ଏହାକୁ କାବୁ କରିବାକୁ ସମସ୍ତେ ଅସମନ୍ଦ ହେଲାପରେ, ଏ ଅଞ୍ଚଳରେ ଯୁବ ସାପ  ଧରାଳି କରଡ଼ାବାଡ଼ି ଗ୍ରାମର ହରିଶ୍ ପାଢୀଙ୍କୁ ଡକାଯାଇ ଥିଲା, ଶ୍ରୀ ପାଢୀ ଏଇ ସାପକୁ ଆୟତ୍ତ କରି ବନରେ ଛାଡିଦେଇଥିବା ପ୍ରକାଶ।

Leave A Reply