Odisha news

୨୮୦୦ ସଫେଇ କର୍ମଚାରୀଙ୍କୁ କୋଭିଡ୍ ସୁରକ୍ଷା ତାଲିମ ଦେବ ବିଏମସି

0

ଭୁବନେଶ୍ୱର ,୨୪ ଜୁନ୍ : ସ୍ୱାସ୍ଥ୍ୟ କର୍ମୀ ଏବଂ ଜରୁରୀ ସେବା ପ୍ରଦାନ କରୁଥିବା ଆଗଧାଡ଼ିର କର୍ମଚାରୀମାନଙ୍କୁ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୮୦୦ ସଫେଇ କର୍ମଚାରୀଙ୍କୁ ସଚେତନତା ତାଲିମ ପ୍ରଦାନ କରାଯାଇଛି । ବିଏମ୍‌ସି ଅଧୀନରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ୍ ସୁରକ୍ଷା ପାଇଁ ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନିଅ ।ଯାଉଛି ।

Leave A Reply