କେନ୍ଦୁଝର : ରାଜ୍ୟ ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଠାରେ ୬ଗୋଟି ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ବପୂର୍ଣ୍ଣ ସମିକ୍ଷା ବୈଠକରେ ଯୋଗଦେଇଛନ୍ତି। ଉକ୍ତ ବୈଠକରେ ଶ୍ରୀ ଦାସ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମର ଆହ୍ୱାନ ଜଣାଇଥିଲେ। ଜିଲ୍ଲା ରେ ବିଜେଡି ଦଳରେ ଯେ କୌଣସି କର୍ମୀ ବିଶୃଙ୍ଖଳା ରେ ତାହା ବରଦାସ୍ତ କରାଯିବ ନାହିଁ ଓ ସେ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ମତବ୍ୟକ୍ତ କରିଥିଲେ। କୈ।ଣସିଜଣେ କର୍ମୀ ଙ୍କୁ ଛାଡିବାତ ଦୂରେଇ ଆରମ୍ଭ ଲକ୍ଷ ନୁହେଁ। ଉଦେଶ୍ୟ ନୁହେଁ ମାତ୍ର ବାରମ୍ବାର ବିଶୃଙ୍ଖଳାର ରୂପ ଦେଲେ ସେଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଜିରୋ ନଚେତ ହିରୋ ନିତିରେ ଆନନ୍ଦପୁର ଶାନ୍ତନୁ ସେଠୀ ଙ୍କୁ ନିଲମ୍ବନ ହେବା ଘଟଗାଁ ର ଉଦାହରଣ ଦେଇଥିଲେ। ଜିଲ୍ଲା ର ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନର ସମସ୍ତ ପଞ୍ଚାୟତର ସମିକ୍ଷା ହୋବ ଗତପଞ୍ଚାୟତ ରେ ନିର୍ବାଚନ ଦଳରୁ ହୋଇ ଥିବା ଏକା ନିକ ପାର୍ଥୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହେବାପାଇଁ ଉଦ୍ୟେମ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ସ୍ଥିତି ମଜବୁତ ଥିବା ଦର୍ଶାଇ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ସଜାଡି ବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ନେତୃବୃନ୍ଦ ତଥା ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ , ଉପାଧ୍ୟକ୍ଷ ,ପୈ।ର ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ସଭାପତି ସମସ୍ତ ବିଧାୟକ, ସାଂସଦ,ନିଜ ଅଞ୍ଚଳର ସାଂଗଠିନକୁ ବୁଝାମଣା ମାଧ୍ୟମରେ ଦଳକୁ ଆଗାମୀ ବିଧାନସଭା ନିର୍ବାଚନ ରେ ବିଜୟୀ କରାଇବାକୁ କର୍ମୀମାନଙ୍କ ଦ୍ଵାରସ୍ତ ହୋଇ ସରକାରଙ୍କର କାର୍ଯ୍ୟ ଦକ୍ଷତା ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ଅବଗତ କରାଇବା ପାଇଁ ଏହି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ କର୍ମୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ପ୍ରମୂଖ ନେତୃବୃନ୍ଦ ଜିଲ୍ଲାର ସଭାପତି, ଜିଲ୍ଲାର ପରିଷଦ, ଅଧ୍ୟକ୍ଷା, ସଭାପତି ପୈ।ରପରପରସିଦ ଅଧ୍ୟକ୍ଷ, ଅଧ୍ୟକ୍ଷା , ସଭାପତି ବିଜେଡ଼ିର ଜିଲ୍ଲା ସାଂଗଠନିକ, କର୍ମକର୍ତ୍ତା,ସମବାୟ କର୍ମକର୍ତ୍ତା, ଛାତ୍ର ଓ ଯୁବ ବିଜେଡ଼ିର , ମହିଳା ବିଜେଡି, ପ୍ରମୁଖ ଉପସ୍ଥିତ ରହି ସାଂଗଠନିକ, କାର୍ଯ୍ୟ କର୍ତ୍ତା,ସମବାୟ ବ୍ୟାଙ୍କ କର୍ମକର୍ତ୍ତା, ଛାତ୍ର ଓ ଯୁବ ବିଜେଡି, ମହିଳା ବିଜେଡି ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ସମ୍ପାଦକଙ୍କ ଆହ୍ବାନକୁ ସ୍ବାଗତ କରିଥିଲେ।
