Odisha news

ଭଞ୍ଜନଗର ରେ ଖୋଲିଲା କିଲେର ର ଅତ୍ୟାଧୁନିକ ଶୋ ରୁମ

0

ଭଞ୍ଜନଗର ୨୬/୦୫ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ରେଡକ୍ରସ ରୋଡ଼ ରେ ଖୋଲିଲା ଶୀତ ତାପ ନିୟନ୍ତ୍ରିତ ଅତ୍ୟାଧୁନିକ କିଲେର ବସ୍ତ୍ର ପରିଧାନ ଶୋ ରୁମ। ଏହି ଶୋ ରୁମ କୁ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି। ସମ୍ମାନନୀୟ ଅତିଥି ଭାବେ ଭଞ୍ଜନଗର ପୌରପରିଷଦର ପୌରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦେଇଥିଲେ। ଆଜି ଯେଉଁ ଗ୍ରାହକ ମାନେ କିଲେର ର ଜେ କୌଣସି ଜିନିଷ କିଣୁଛନ୍ତି ୧୦ ହଜାର କ୍ରୟ ଉପରେ ନଗଦ ୨ ହଜାର ରିହାତି,୬ ହଜାର ୧ ହଜାର,୪ ହଜାର ରେ ୫୦୦ ଟଙ୍କା ରିହାତି ପାଇବେ ବୋଲି ଦୋକାନ ର ମାଲିକ ସଂଜୀବ ସେନାପତି ଓ ରଞ୍ଜିତ ସେନାପତି କହିଛନ୍ତି।

Nalco
Leave A Reply