Odisha news

ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସତ୍ୟଙ୍କ ବିରଳ କଳା କୃତି।।

0
ବ୍ରହ୍ମପୁର : ବିଶ୍ଵ ର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର। ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସତ୍ୟ ଙ୍କ ବିରଳ କଳା କୃତି ସ୍ଥାନ ପାଇଛି। ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା ବିଶ୍ଵ ର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର। ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲା। ଏହାର ଉଚ୍ଚତା ୨ଏମଏମ ପେନ୍ସିଲ ମୁନ ରେ ଏହାକୁ ତିଆରି କରିଥିଲେ ତିଆରି କରିବାକୁ ସତ୍ୟଙ୍କୁ 4ମିନଟ 57 ସେକେଣ୍ଡ ସମୟ ମଣ୍ଡଳ ଲାଗିଥିଲା।  ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି। ଏସିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବା ପରେ ସତ୍ୟ ବହୁତ ଖୁସି ହୋଇଛନ୍ତି। ଆଘରୁ ୧ ଏମଏମ ରୁ କମ ତ୍ରିରଙ୍ଗା ତିଆରି କରିଥଲେ ଏହା ସହ ୭୫ ଟି କ୍ଷୁଦ୍ରତମ ପ୍ରର୍ଯ୍ୟଟନ ସ୍ଥଳୀ ପରିବେଶ କୁ ସଫା ସୁତର ରଖିବା ନିମନ୍ତେ ତିଆରି କରିଥିଲେ ସତ୍ୟ ଅନେକ କଳାକୃତି କରି ଅନେକ  ରେକର୍ଡସ୍ ହାସଲ କରିଛନ୍ତି।୬୦ରୁ ଉର୍ଦ୍ଧ  ରେକର୍ଡସ୍ ଅଧିକାରୀ ହୋଇଛନ୍ତି ସେ ସବୁବେଳେ କିଛିନା କିଛି ନୂତନ କଳା କୃତି କରିଥାନ୍ତି।

Leave A Reply