Odisha news

ବ୍ରହ୍ମପୁର ପ୍ରେସକ୍ଳବ ଠାରେ ବିଶ୍ବ ଫିଜୋଥେରାପି ଦିବସ ପାଳିତ

0
ବ୍ରହ୍ମପୁର :  ବ୍ରହ୍ମପୁର ପ୍ରେସକ୍ଳବ ଠାରେ ବିଶ୍ବ ଫିଜୋଥେରାପି ଦିବସ ଏକ ଫିଜୋଥେରାପି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁର ଏସପି ଡ ଶ୍ରାବଣ ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।
ନିୟମିତ ଭାବେ ଖାଦ୍ୟ ପେୟ ସହିତ ବ୍ୟୟମ ଉପରେ ଦୃଷ୍ଟି ଦେଉନଥିବା ବେଳେ ନାନାଦି ପ୍ରକାର ରୋଗରେ ଶିକାର ହୋଇଛନ୍ତି। ତେଣୁ ସମୟ ସାପେକ୍ଷ ପାଇଁ ନିଜ ଶରୀରକୁ ସୁସ୍ଥ ରହିବା ପାଇଁ ବ୍ୟୟମ ଉପରେ ଦୃଷ୍ଟି ରଖିବାକୁ ଏସପି ଶ୍ରୀ ମତବ୍ଯକ୍ତ କରିଥିଲେ। ସମସ୍ତେ କାର୍ଯ୍ୟ ବ୍ୟସ୍ତ ହୋଇ ପରିଶ୍ରମ କରନ୍ତି କିନ୍ତୁ ଏହି ପରିଶ୍ରମ ଶରୀର ଏକ ଅଙ୍ଗ ଉପରେ ଅଧିକ ଗୁରୁତ୍ବ ଦେବା ଫଳରେ ଅନ୍ୟ ଅଙ୍ଗ ଉପରେ ଏହା ର ପ୍ରଭାବ ଜାହିର କରିବା ସହ ଶରୀର ଉପରେ ପ୍ରଭାବ ପକାଉଛି। ତେଣୁ ଏହି ସବୁ ସମସ୍ୟା ସମାଧାନ ନିମନ୍ତେ ଫିଜୋଥେରାପି ର ଆବଶ୍ୟକତା ରହିଛି ବୋଲି ଡ ଶଷାଙ୍କ ଶେଖର ପରିଡା କହିଛନ୍ତି।
Ad2
Leave A Reply