କୌଣସି ବ୍ୟକ୍ତିକୁ ଇଣ୍ଟେଲିଜେଣ୍ଟ ଜାଣିବା ପାଇଁ ତାର IQ ଟେଷ୍ଟ କରାଯାଏ, IQ ମାପିବା ଦ୍ୱାରା ଆମେ ଜଣଙ୍କର ଷ୍ଟାଣ୍ଡାର୍ଡ ସ୍କୋର ଜାଣି ଥାଉ, ଏବଂ ଏହା ମାନସିକ କ୍ଷମତା , ତର୍କ ଶକ୍ତି, ଏବଂ ସମସ୍ୟାର ସମାଧାନ କରିବାର ଯୋଗ୍ୟତାକୁ ଆକଳନ କରିଥାଏ, ଆଜି ଆସନ୍ତୁ ଜାଣିବା ଭାରତ, ପାକିସ୍ଥାନ, ବଂଗଳାଦେଶ ଓ ନେପାଳ ମଧ୍ୟରେ କାହାର IQ ସବୁଠୁ ଦୁର୍ବଳ l
IQ ଇଣ୍ଟରନେଶନାଲ ଟେଷ୍ଟ ଅନୁସାରେ ୨୦୨୫ ପର୍ଯ୍ୟନ୍ତ ସବୁଠୁ କମ IQ ଥିବା ଦେଶ ମାନଙ୍କ ମଧ୍ୟରେ ସୁଦାନ, ସେରା ଲିଓନ, ଗାମ୍ବିଆ, ସେଣ୍ଟ୍ରାଲ ଆଫ୍ରିକା, ଘାନା , କାମେରୁନ , ମାଲବି ଓ ଗିନି ଇତ୍ୟାଦିର ଲୋକଙ୍କର IQ ୬୦ -୬୭ ପ୍ରତିଶତ ମଧ୍ୟରେ ରହିଛି, ୭୦ ରୁ କମ IQ ଥିବା ବ୍ୟକ୍ତିଙ୍କୁ ଇଣ୍ଟେଲେକଚୁଆଲ ଡ଼ିସ ଆବିଲିଟି ରେ ଗଣାଯାଇଥାଏ, ୧୩୦ ରୁ ଉର୍ଧ୍ଵ ଥିବା ବ୍ୟକ୍ତିଙ୍କୁ ଇଣ୍ଟେଲିଜେଣ୍ଟ ରେ ଗଣାଯାଏ l
ଯଦି ଏସିଆର କଥା କହିବା ଏସିଆ ମହାଦେଶ ରେ ୱାର୍ଲଡ ପପୁଲେସନ ରିଭ୍ୟୁ ଅନୁସାରେ ଏସିଆର ଲୋକଙ୍କର ସବୁଠୁ ଦୁର୍ବଳ IQ, ଯିଏକି ଗରିବୀ ସୀମାରେଖା ତଳେ ରହିଛନ୍ତି, ଏଥିରେ ନେପାଳ ସର୍ବାଗ୍ରେ ରହିଛି, ନେପାଳୀ ଙ୍କ IQ ୪୩-୫୧ ଅଟେ, ଏହାପରେ ବଙ୍ଗଳାଦେଶ ର ନମ୍ବର ରହିଛି, ଯାହାର IQ ସ୍କୋର ୭୦-୮୦ ମଧ୍ୟରେ, ପାକିସ୍ଥାନ ର IQ ସ୍କୋର ମଧ୍ୟ ଏହାର ସମାନ ଅଟେ, ମିଆଁମାର ର IQ ସ୍କୋର ୭୦-୭୫ ଅଟେ, ଯଦି ଭାରତ ର କଥା କହିବା ୮୦-୧୦୦ ମଧ୍ୟରେ ରହିଛି l
ରିସର୍ଚ୍ଚ କଣ କହୁଛି ?
ରିସର୍ଚ୍ଚ ଅନୁସାରେ କମ IQ ଥିବା ଦେଶ ରେ ଗରିବୀ, ଖରାପ ପୋଷଣ, କ୍ୱାଲିଟି ଏଜୁକେସନ ଓ ଶିକ୍ଷା କମିକୁ ଦର୍ଶାଇଥାଏ, ତେଣୁ IQ କୁ ନେଇ ଯେଉଁ ଆକଳନ ରହିଛି ତାହା ଗୋଟିଏ ପାରା ମିଟର ମାପିବାର ଯନ୍ତ୍ର l କିନ୍ତୁ ପ୍ରକୃତ କଥାଟି ହେଲା ଖାଦ୍ୟର ପୋଷଣ ରହିଲେ , ବ୍ୟକ୍ତିର ପାରିପାର୍ଶ୍ଵିକ ସ୍ଥିତି ରେ ସାକାରାତ୍ମକତା ରହିଲେ, ଏବଂ ଗୋଟିଏ ଯୋଗ୍ୟ ଶିକ୍ଷାନୁଷ୍ଠାନ ହିଁ ବ୍ୟକ୍ତିର iq ର ମୂଲ୍ୟକୁ ନିର୍ଣ୍ଣୟ କରିବାରେ ସକ୍ଷମ ହୋଇଥାଏ l