ମୟୂରଭଞ୍ଜ : ବୟସ ର ଅପରାହ୍ନ ରେ ପହଞ୍ଚିଲାଣି , ବଳ ପାଉ ନଥିବାରୁ ଥୁରୁ ଥୂରୁ ହେଇ ବାଟ ଚାଲୁଛି , ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଲୀ ବ୍ଲକ ପାର୍ବତୀ ପୁର ଗ୍ରାମ ର 80 ବର୍ଷ ର ବୃଦ୍ଧ ଉମାରାଣୀ ନାୟକ ,ଉମା ଙ୍କୁ ଏ ପର୍ଯ୍ୟନ୍ତ ମିଳିନି ଇନ୍ଦିରା ଆବାସ ଟିଏ , ତାଙ୍କ କହିବା ଅନୁଯାୟୀ 500 ଟଙ୍କା ଭତା ରେ ପେଟ ପୋଷୁଛନ୍ତି ପୁରା ଗୋଟିଏ ମାସ, ଏବଂ ରାସନ୍ କାର୍ଡ ଟିଏ ମଧ୍ୟ ତାଙ୍କ ନାମ ରେ ନାହି , ସରକାରୀ ଚାଉଳ ପାଇବାରୁ ବଞ୍ଚିତ , ମିଳିଥିବା ସୂଚନା ଯେ କି ସେ ଅବିବାହିତ ରହିଥିଲେ ସେ ତାଙ୍କ ଭାଇ ଆଉ ଭାଉଜ ଙ୍କ ଘରେ ରହି ଆସୁଥିଲେ ,କିନ୍ତୁ ତାଙ୍କ ଭାଇ ଆଉ ଭାଉଜ ମୃତ୍ୟୁ ପରେ ସେ ଏବେ ଏକ ଜୀବନ କାଟୁ ଛନ୍ତି ,ତାଙ୍କ କହିବା ଅନୁଯାୟୀ ତାଙ୍କୁ ୮0 ବର୍ଷ ରୁ ଉର୍ଦ୍ଧ ହେଲାଣି , ହେଲେ ସେ ଏବେ ଭଙ୍ଗା କୁଡିଆ ରେ କାଟୁଛନ୍ତି ଜୀବନ , ଦେଖିବାକୁ ବାକି ରହିଲା କେବେ ମିଳିବ ଖଣ୍ଡେ ଭଲ ଘର , କେବେ ମିଳିବ ରାସନ କାର୍ଡ
