Odisha news

ଆଠଗଡ଼ ବ୍ଲକ ର ମାଟ୍ରିକ ପରୀକ୍ଷାରେ ୯ ଜଣ ଛାତ୍ରଛାତ୍ରୀ ଏ୧ ରେ ଉତ୍ତୀର୍ଣ୍ଣ।

0
ଆଠଗଡ଼ ତା ୨୬-୦୫-୨୪ ଆଠଗଡ଼ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୯ ଜଣ ଛାତ୍ରଛାତ୍ରୀ ଏ୧ ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ସେମାନେ ହେଉଛନ୍ତି ଆଠଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦିବ୍ୟାନନ୍ଦା ବେହେରା -୫୫୪, ସ୍ବୟଂ ସ୍ନିତା ବରାଳ-୫୫୨, ଉତ୍କଳ ମଣି ବିଦ୍ୟାପୀଠ, ଗୋପିନାଥପୁର ର ପିୟାଲି ପ୍ରିୟଦର୍ଶିନୀ ଲେଙ୍କା -୫୫୨, ଆଠଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରଦ୍ଧା ସୁମନ ଜେନା -୫୪୩, ଅରଖ ପାଟଣା ଲୋକନାଥ ବିଦ୍ୟାପୀଠ ର ଆନନ୍ଦି ଖଟୁଆ -୫୪୨, ଆଠଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରକୃତି ମିଶ୍ର -୫୪୦,ପ୍ରଶ୍ନିତା ତ୍ରିପାଠୀ -୫୪୦, ଆଠଗଡ଼ ବିଶ୍ବନାଥ ବିଦ୍ୟାପୀଠ ର ଛାତ୍ର ସୌଭାଗ୍ୟ ରଞ୍ଜନ ସାହୁ ୫୪୦, ସୌମ୍ୟରଞ୍ଜନ ପଣ୍ଡା -୫୪୦ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।
Nalco
Leave A Reply