Odisha news

ଜେନାପଦା ପଞ୍ଚାୟତ ରେ ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା।

0
ଆଠଗଡ଼ ତା ୩୧-୧୦-୨୩ ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ଜେନାପଦା ପଞ୍ଚାୟତ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଙ୍କ ନେତୃତ୍ବରେ ଜେନାପଦା ପଞ୍ଚାୟତ ର ଶତାଧିକ ସମର୍ଥକ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। କେନ୍ଦ୍ରସରକାର ଓଡ଼ିଶା ପତି ଅବିଚାର ବିରୋଧରେ ଲଢେ଼ଇ ଜାରି ରଖିବା ସହିତ ନବୀନ ବାବୁଙ୍କ ନେତୃତ୍ଵରେ ଏକ ସମୃଦ୍ଧ ଓଡିଶା ଗଠନ କରିବାପାଇଁ କର୍ମୀ ମାନେ ଶପଥ ନେଇଥିଲେ। ଆଠଗଡ଼ ଏକ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯା ଶାନ୍ତି ଲତା ବେହେରା, ସରପଞ୍ଚ ରଶ୍ମିତା ଦେବତା, ସମିତି ସଭ୍ୟ ମେନକା ସେଠୀ, ସୁନିଲ ପରିଡ଼ା,ସୁଭେନ୍ଧୁ ବେଉରା, ସସ୍ମିତା ପଟ୍ଟନାୟକ, ଦମୟନ୍ତୀ ରଣା, ପ୍ରମୁଖ ଯୋଗଦେଇଥିଲେ।
Nalco
Leave A Reply