Odisha news

ଧବଳେଶ୍ୱର ପୀଠ ସୌନ୍ଦର୍ଯ୍ୟ କରଣରର ସମୀକ୍ଷା କଲେ ଜିଲ୍ଲାପାଳ

0

ଆଠଗଡ ତା ୧୪/୩/୨୩ ଆଠଗଡର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ସୌନ୍ଦର୍ଯ୍ୟ କରଣ ଓ ଉନ୍ନତି କରଣ ପାଇଁ ଏକ ପ୍ରଶାସନିକ ସମୀକ୍ଷା ବୈଠକ ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଅଛି, ଜିଲ୍ଲାପାଳ ଡ଼ ଭବାନୀ ଶଙ୍କର ଚଇନିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ରାସ୍ତା ଓ କୋଠା ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦିପ୍ତ କୁମାର ମହାନ୍ତି, ଗ୍ରାମ୍ୟ ଉନୟନ୍ନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୋମନାଥ ପରିଡା, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ କାଳୁ  ଚରଣ ବେହେରା, ପର୍ଯ୍ୟଟନ ନିର୍ବାହୀ ଯନ୍ତ୍ରୀ ମହାନନ୍ଦିଆ, ଜଳସେଚନ ନିର୍ବାହୀ ଯନ୍ତ୍ରୀ ସଂଜୀବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ, ଧବଳେଶ୍ୱର ପୀଠରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବୈଠକରେ ଉପସ୍ଥିତ ରହି ଅଧିକାରୀମାନେ ସେମାନଙ୍କର ମତାମତ ଦେଇଥିଲେ

Nalco
Leave A Reply