Odisha news

ଏସିଆଡରେ ଭାରତର ୧୪ତମ ଦିନ ସୂଚୀ

0

ଇଣ୍ଡୋନେସିଆ ଏସିଆଡ ଚୂଡାନ୍ତ ପର୍ଯ୍ୟାୟରେ ପହ ିଛି । ସେପ୍ଟେମ୍ବର ୧ରେ ଏକାଧିକ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବାର ଅଛି । ତେବେ ସେପ୍ଟେମ୍ବର ୨ ତାରିଖରେ କେବଳ ଟ୍ରାଇଥଲନ ଫାଇନାଲ ଖେଳାଯିବ । ତେବେ ଭାରତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନାହିଁ । ପିଭି ସିନ୍ଧୁ ଭାରତର ପ୍ରଥମ ମହିଳା ବ୍ୟାଡମି ନ ଖେଳାଳି ଭାବେ ଏସିଆଡରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ବକ୍ସିଂ: ପୁରୁଷ ଲାଇଟ୍ ଫ୍ଲାଏୱେଟ୍ ୪୯ କିଲୋଗ୍ରାମ୍, ପୁରୁଷ ମିଡିଲୱେଟ୍ ୭୫ କିଲୋଗ୍ରାମ୍
କାନୋଇ/କାୟାକା ସ୍ପ୍ରି : କେ ୪, ୫୦୦ ମିଟର ମହିଳା: ଭାରତ- ସକାଳ ୧୦ଟା
ସି ୨ , ୨୦୦ ମି ପୁରୁଷ
ଡାଇଭିଂ: ପୁରୁଷ ୧୦ମି ପ୍ଲାଟଫର୍ମ: ସିଦ୍ଧାର୍ଥ ବଜରଙ୍ଗ ପରଦେଶୀ-ଅପରାହ୍ଣ ୧୨ଟା ୪୫
ହକି: ପୁରୁଷ ବ୍ରୋଞ୍ଜ-ଅପରାହ୍ଣ ୬ଟା ୩୦
ଜୁଡୋ: ମିକ୍ସଡ୍ ଟିମ୍ ରାଉଣ୍ଡ ୩୨: ବିଜୟ କୁମାର ଯାଦବ, ହର୍ଷଦୀପ ସିଂ ବ୍ରାରା, ଅବତାର ସିଂ, କଳ୍ପନା ଦେବୀ ଥୌଡମ୍, ଗରିମା ଚୌଧୁରୀ, ରାଜବୀନ୍ଦର କୌର- ସକାଳ ୭ଟା ୩୦(ସମାନ ଦିନ ଫାଇନାଲ)
ସଫ୍ଟ ଟେନିସ୍, ସ୍କ୍ୱାଶ, ଟେବୁଲ ଟେନିସ୍ ।

Leave A Reply