Odisha news

ବାରିପଦା : କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସମାଜସେବୀ ଅରୁଣ ସାହୁ ୧୦ହଜାରଟଙ୍କା ପ୍ରଦାନ

0

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସମାଜସେବୀ ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାରଟଙ୍କା କୋଭିଡ-୧୯ ପାଇଁ ସହାୟତାର ହାତ ବଢାଇଛନ୍ତି । ଶ୍ରୀ ସାହୁ ଉକ୍ତ ସହାୟତା ଆଇଏସ ପ୍ରବେଶନର ଭୁବନେଶ ଦେବାଦାସ ପାଟିଲ ଓ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କୁ ଏହି ଚେକ ପ୍ରଦାନ କରିଥିଲେ ।

Leave A Reply

Your email address will not be published.