ଅନୁଗୋଳ: ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ବଉଳିଗଡ଼ ର କିଛି ପିଲାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ଜିଲ୍ଲା ପ୍ରଶାଶନ ସେମାନଙ୍କୁ ନିଜ ବ୍ଲକ ବଅଁରପାଳ ଓ ତାଳଚେର ବ୍ଲକରେ ପହଞ୍ଚାଇବା ବଦଳରେ ପିଲାଙ୍କୁ ଆଣି ନିଜ ପଂଚାୟତରେ ରଖିବା ବଦଳରେ ଛେଣ୍ଡିପଦା ବ୍ଲକର ବରପଦା ଠାରେ ରଖାଯାଇଛି।
ସେଠାରେ କୌଣସି ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ଆଣିଛନ୍ତି ।ସେପଟେ ବିଡ଼ିଓ ଙ୍କୁ ଝିଅ ମାନେ ସେମାନଙ୍କୁ ନିଜ ନିଜ ବ୍ଲକ ରେ ଛାଡିବାକୁ ନିବେଦନ କଲେ କିନ୍ତୁ ଛେଣ୍ଡିପଦା ବିଡ଼ିଓ ସୁନୀଲ କେର୍କେଟା
ଅସଭ୍ୟ ଭାଷାରେ ଝିଅ ମାନଙ୍କୁ ଗାଳି ଗୁଳଜ କରିଥିବାର ଅଡିଓ ଭାଇରାଲ ।କେଉଁ ଆଧାରରେ ଜଣେ ସରକାରୀ ଅଧିକାରୀ ଝିଅ ମାନଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରିବା କେତେଦୂର ଯୁକ୍ତି ଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।