ନୂଆଦିଲ୍ଲୀ : ଆମେରିକା ୨୨ ରିପବ୍ଲିକାନ ସିନେଟର ଙ୍କ ଗୋଟିଏ ଦଳ ମଙ୍ଗଳବାର ଦିନ ଆଫଗାନିସ୍ତାନ ରେ ତାଲିବାନ୍ ଓ ତାର ସହଯୋଗ କରୁଥିବା ସମସ୍ତ ବିଦେଶୀ ସରକାରଙ୍କ ଉପରେ ପ୍ରତିବନ୍ଧ ଲଗାଇବା ଉପରେ ବିଧେୟକ ପାରିତ ହୋଇଛି । ଆଫଗାନିସ୍ତାନ କାଉଣ୍ଟର ଟରାରିଯିମ୍ , ୱେବସାଇଟ ଏଣ୍ଡ ଆକୌନ୍ତବିଲିଟି ଅକ୍ଟ୍ କୁ ଶିନେଟର ଯିମ୍ ରିସ୍ ମଙ୍ଗଳବାର ଦିନ ଉପସ୍ଥାପନ କରିଥିଲେ । ସେ ସିନେଟ୍ ବିଦେଶ ସମ୍ବନ୍ଧୀୟ ସଚିବ ନୁହନ୍ତି ।
ଯେଉଁଥିରେ ଦର୍ଷ ଯାଇଛି ଯେ ୨୦୦୧ ରୁ ୨୦୨୦ ମଧ୍ୟରେ ତାଲିବାନ୍ କୁ ସମର୍ଥନ ଦେଉଥିବା ପାକିସ୍ତାନ ର ଭୂମିକା , ଯେଉଁ କାରଣରୁ ଆଫଗାନିସ୍ତାନ ରେ ସରକାର ଭାଙ୍ଗିଲା , ତା ସହିତ ପଞ୍ଜସିର ଘାଟି ଓ ତାଲିବାନ୍ ର ଆକ୍ରମଣ କୁ ପାକିସ୍ତାନ ର ଭୂମିକା ବିଷୟରେ କୁହା ଯାଇଛି । ପାକିସ୍ତାନ ତାଲିବାନ୍ କୁ ନେଇ ଲଗାତାର ସମର୍ଥନ କରି ଆସୁଛି । ଏପରିକି ତାକୁ ମାନ୍ୟତା ଦେବା ପାଇଁ ମଧ୍ୟ କହିଛି ।
ଏହାକୁ ନେଇ ବର୍ତ୍ତମାନ୍ ଆମେରିକା ରେ ଚର୍ଚ୍ଚା ଜୋର୍ ଧରିଛି ।
Comments are closed.