Odisha news

ଆଗରପଡ଼ା ମେଡ଼ିକାଲ ସଟଡ଼ାଉନ

0

ଆଗରପଡ଼ା : ଆଗରପଡ଼ାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଥିବା ବନ୍ତ ବ୍ଲକରେ ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଓପିଡ଼କୁ ୪୮ ଘଣ୍ଟା ନିମନ୍ତେ ସଟଡ଼ାଉନ କରାଯାଇଛି ।

ପୂର୍ବରୁ ଜଣେ ପ୍ରସବ ହେବାକୁ ଆସିଥିବା ମହିଳା କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରସୂତୀ ବିଭାଗକୁ ସଟଡ଼ାଉନ କରାଯାଇଥିଲା । ତେବେ କରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply